ବେନଗାଁରେ ପୋଲ ଭାଙ୍ଗିବାର ଏକ ବର୍ଷ ପରେ ବି ନୂଆ ପୋଲ ନିର୍ମାଣ ହୋଇନି
Bhabanipatana, Kalahandi | Nov 28, 2026
ବେନଗାଁ ସଂଯୋଗୀକରଣ ରାସ୍ତାରେ ପୋଲ ଭାଙ୍ଗିବାର ଏକ ବର୍ଷ ବିତିଲାଣି । ନେତା, ମନ୍ତ୍ରୀ ଓ ଜିଲ୍ଲାପାଳଙ୍କ ନିକଟରେ ଗ୍ରାମବାସୀ ଅଭିଯୋଗ କରିଥିଲେ ମଧ୍ୟ ଏପର୍ଯ୍ୟନ୍ତ କୌଣସି ସୁଫଳ ମିଳିନାହିଁ । ନୂତନ ପୋଲ ନିର୍ମାଣ ହେଉନଥିବାରୁ ଗ୍ରାମବାସୀ ଅସନ୍ତୋଷ ପ୍ରକାଶ କରିଛନ୍ତି ।