ଅନୁଗୋଳ: ବଇଣ୍ଡା ନିକଟରେ ବାଇକ୍ ଦୁର୍ଘଟଣାରେ ଜଣେ ଗୁରୁତର
Anugul, Angul | Dec 1, 2025 ଅନୁଗୋଳ ଜିଲ୍ଲା ହଣ୍ଡପା ଥାନା ଅନ୍ତର୍ଗତ ନାଗା ଝରଣ ଗ୍ରାମର ପ୍ରଶାନ୍ତ ପ୍ରଧାନ କୌଣସି କାମରେ ବାଇକରେ ଯାଉଥିବା ବେଳେ ଦୁର୍ଘଟଣା ହୋଇଥିଲେ। ଯାହା ଫଳରେ ତାଙ୍କୁ ସ୍ଥାନୀୟ ଲୋକମାନେ ବଇଣ୍ଡା ମେଡ଼ିକାଲରେ ପ୍ରାଥମିକ ଚିକିତ୍ସା କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରି ଚିକିତ୍ସା କରୁଛନ୍ତି।