Public App Logo
Profile Picture

ଅନୁଗୋଳ ଖବର

@angulkhabar123
20022Followers
0Following
ଅନୁଗୋଳ: ତାମିଲନାଡୁରେ ବିବାହିତା ମହିଳାଙ୍କୁ ବିବାହ କରି ଧୋକା ଦେବା ଅଭିଯୋଗରେ ସାନକଞ୍ଜନି ଗ୍ରାମରୁ ବିବାହିତ ଯୁବକ ଗିରଫ
ତାଳଚେର: ତାଳଚେର ଅଞ୍ଚଳରେ ଚୋରି ଡକାୟତି ଗ୍ୟାଙ୍ଗକୁ ଗିରଫ କରି ପ୍ରତିକ୍ରିୟା ରଖିଲେ ଏସଡିପିଓ
ଛେଣ୍ଡିପଦା: ଜରପଡା ଶିବ ମନ୍ଦିର ଠାରେ ବିଶ୍ୱ ବରିଷ୍ଠ ନାଗରିକ ଦିବସ ପାଳିତ
ତାଳଚେର: ତାଳଚେର ଜେବିଆର ମେଡ଼ିକାଲ ନାଁରେ ହୋଇଥିବା ଅଭିଯୋଗ ନେଇ ସାମ୍ୱାଦିକ ସମ୍ମିଳନୀରେ ପ୍ରତିକ୍ରିୟା ରଖିଲେ ମେଡ଼ିକାଲ କର୍ମଚାରୀ
ପାଲଲହଡା: ଏନଟିପିସି ଠାରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗ ଦେଲେ ବିଧାୟକ ଅଶୋକ ମହାନ୍ତି
ଅନୁଗୋଳ: ଅଙ୍ଗାରବନ୍ଧ ଗ୍ରାମ ନିକଟରେ ଗୋଟିକିଆ ହାତୀ; ଭୟଭୀତ ଗ୍ରାମବାସୀ
ଅନୁଗୋଳ: ବନ୍ତଳା ବନାଞ୍ଚଳର ବିଭିନ୍ନ ସ୍ଥାନରେ ହୋଇଥିବା ବୃକ୍ଷ ରୋପଣ ସ୍ଥଳ ପରିଦର୍ଶନ କଲେ ବିଭାଗୀୟ ଅଧିକାରୀ
ଛେଣ୍ଡିପଦା: କୋଶଳା ଟିପିସିଓଡିଏଲ ବିଦ୍ୟୁତ କାର୍ଯ୍ୟାଳୟ ଘେରାଉ କଲେ କଷିଡିହ ଗ୍ରାମବାସୀ
ଅନୁଗୋଳ: ଅନୁଗୋଳ ରେଳ ଷ୍ଟେସନ ଠାରୁ ୨୯ କେଜି ଗଞ୍ଜେଇ ଜବତ; ଜଣେ ଗିରଫ
ଅନୁଗୋଳ: ଆଇନଜୀବୀଙ୍କୁ ଚ୍ୟାମ୍ବର ଭିତରେ ମରଣାନ୍ତକ ଆକ୍ରମଣ; ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଠାରେ ପ୍ରତିକ୍ରିୟା ରଖିଲେ ଶିବ ସୁନ୍ଦର ସାହୁ
ଅନୁଗୋଳ: ଗିରିଧା ଗ୍ରାମରେ ଡାଲି କଡ଼େଇରେ ପଡ଼ି ତିନିବର୍ଷର ଶିଶୁ କନ୍ୟା ଗୁରୁତର
ଅନୁଗୋଳ: ବୁଧବାର ଦିନ ଲାଞ୍ଚ ମାମଲାରେ ପୂର୍ବତନ କଣିହାଁ ରାଜସ୍ବ ନିରୀକ୍ଷକଙ୍କୁ ୩ ବର୍ଷ ଜେଲ ଦଣ୍ଡାଦେଶ ଶୁଣାଣୀ; ଆଜି ପ୍ରତିକ୍ରିୟା ରଖିଲେ ଓକିଲ ଅଶ୍ୱି
ଅନୁଗୋଳ: ଅଗ୍ନିଶମ ବିଭାଗ ପକ୍ଷରୁ ମୁଖ୍ୟ ଚିକିତ୍ସାଳୟର ପ୍ରସୂତି କାଳୀନ ଏବଂ ଶିଶୁ ସ୍ୱାସ୍ଥ୍ୟ ବିଭାଗ ଯାଞ୍ଚ; ପ୍ରତିକ୍ରିୟା ରଖିଲେ ଅଗ୍ନିଶମ ଅଧିକାରୀ
ଅନୁଗୋଳ: ବୁଢାପଙ୍କ ଗ୍ରାମରେ ବୋହୂକୁ ଯୌତୁକ ନିର୍ଯାତନା ସହିତ ମାନସିକ ନିର୍ଯାତନା ଦେବାରୁ ଥାନାରେ ଅଭିଯୋଗ
ଅନୁଗୋଳ: ଜୋର ଜବରଦସ୍ତ ଟଙ୍କା ନେବା ଅଭିଯୋଗରେ ଅମଲାପଡ଼ାରୁ ଜଣେ ଗିରଫ
ଅନୁଗୋଳ: ଜରପଡା ଓ ଛେଣ୍ଡିପଦା ବନାଞ୍ଚଳରେ ଶସ୍ୟ ସଂରକ୍ଷଣ ବିନ୍ ପ୍ରଦାନ
ତାଳଚେର: ତାଳଚେରରେ ବିଜେପିର ପ୍ରସ୍ତୁତି ବୈଠକ ଅନୁଷ୍ଠିତ
ଅନୁଗୋଳ: ତିନି ହଜାର ଟଙ୍କା ଲାଞ୍ଚ ମାଗିବା ନେଇ ୫ ବର୍ଷ ସଶ୍ରମ କାରାଦଣ୍ଡ ଓ ୨୦ ହଜାର ଜୋରିମାନା ଶୁଣାଇଲେ କୋର୍ଟ
ଅନୁଗୋଳ: ଭୁବନେରରରେ ରେଳ ସମ୍ପର୍କିତ ବୈଠକ ଅନୁଷ୍ଠିତ
ଅନୁଗୋଳ: ଜିଲ୍ଲା ବିଜେଡ଼ି କାର୍ଯ୍ୟାଳୟରେ ବିଜୁ ଜନତା ଦଳର ବୈଠକ ଅନୁଷ୍ଠିତ
ଅନୁଗୋଳ: ଜିଲ୍ଲା ପୋଲିସ ମୁଖ୍ୟାଳୟରେ ଏସପିଙ୍କ ଅଧକ୍ଷତାରେ ବୈଠକ ଅନୁଷ୍ଠିତ
ଅନୁଗୋଳ: ଜିଲ୍ଲା ପୋଲିସ ମୁଖ୍ୟାଳୟରେ ବ୍ୟାଙ୍କ୍ ଅଧିକାରୀ ମାନଙ୍କୁ ନେଇ ପୋଲିସ ଅଧିକାରୀଙ୍କ ବୈଠକ ଅନୁଷ୍ଠିତ
ଅନୁଗୋଳ: ଭୁବନେଶ୍ୱରରେ ଅନୁଗୋଳ ଜିଲ୍ଲାରେ ଥିବା ଏମସିଏଲର ସ୍ୱତନ୍ତ୍ର କମିଟିର ବୈଠକ ଅନୁଷ୍ଠିତ
ଅନୁଗୋଳ: ଖମାର ଠାରେ ବିଜେପିର ସାଂଗଠନିକ ବୈଠକ ଅନୁଷ୍ଠିତ
ଅନୁଗୋଳ: କୁଲାସିଂହା ନିକଟରେ ବନ ବିଭାଗ ପକ୍ଷରୁ ମକଡ୍ରିଲ୍ ଅନୁଷ୍ଠିତ