Public App Logo
Jansamasya
News
Bjp
National
Bihar
India
कांग्रेस
भाजपा
Congress
Modi
Delhi
Viral
Crime
Jharkhand
Up
Bollywood
दिल्ली
Breakingnews
Narendramodi
Nitishkumar
Madhya_pradesh
सोशल_मीडिया
Nsui
Pmmodi
Rahulgandhi
Ipl
Actor
Haryana
Uttarpradesh
Cricket

ବୌଦ୍ଧ ସଦର: ବହିରା ଗ୍ରାମ ରାସ୍ତାରୁ ବେଆନ ଦେଶି ମଦ ଜବତ କରିବା ସହିତ ଆସାମୀକୁ ଗିରଫ ଅଦାଲତର ଦ୍ୱାରାସ୍ତ

ଆଜି ଜିଲ୍ଲା ଅବକାରୀ ଅଧିକ୍ଷକଙ୍କ କାର୍ଯ୍ୟାଳୟ ସୂତ୍ରରୁ ସନ୍ଧ୍ୟା ୭ଟା ସମୟରେ ମିଳିଥିବା ସୂଚନା ଅନୁସାରେ l ବୌଦ୍ଧ ବ୍ଲକ ଅନ୍ତର୍ଗତ ବାଉଁଶୁଣି ଥାନାର ବହିରା ଗ୍ରାମରାସ୍ତାରେ ବେଆନ ମଦ କରବା ନେଇ, ଆଜି ସକାଳ ପାଖପାଖି ୧୧.୩୦ ସମୟରେ ଚଢ଼ାଉ କରିଥିଲା ଜିଲ୍ଲା ଅବକାରୀ ମୋବାଇଲ ସ୍କ୍ୱାର୍ଡ l ଏହି ଚଢ଼ାଉ ୮ଲିଟର ଦେଶି ମହୁଲି ମଦ ସହିତ ଏଥିରେ ସମ୍ପୃକ୍ତ ୫୮ବର୍ଷୀୟ ଭିକାରୀ ମହାଲିକକୁ ଗିରଫ କରି ୧୮୩/୨୦୨୫-୨୬ରେ ମାମଲା ରୁଜୁ କରିବା ସହିତ l ମାନ୍ୟବର ବୌଦ୍ଧ SDJM ଅଦାଲତରେ ଆସାମୀ ଭିକାରି ମହାଳିକକୁ ହାଜର କରାଯାଇଛି l

MORE NEWS

ଭାରତୀୟ ଜନତା ପାର୍ଟି (BJP) ସାଂସ୍କୃତିକ ପ୍ରକୋଷ୍ଠର ହରଭଙ୍ଗା ବ୍ଲକସ୍ତରୀୟ ସାଧାରଣ ବୈଠକ ଅନୁଷ୍ଠିତ 
​ବୌଦ୍ଧ ଜିଲ୍ଲା ଭାରତୀୟ ଜନତା ପାର୍ଟି (BJP) ସାଂସ୍କୃତିକ ପ୍ରକୋଷ୍ଠ ତରଫରୁ ହରଭଙ୍ଗା ବ୍ଲକର ସମସ୍ତ ସ୍ଥାନୀୟ କଳାକାରମାନଙ୍କୁ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ସାଧାରଣ ବୈଠକ ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି।
​ଏହି ବୈଠକ ସମ୍ମାନୀୟ ଶ୍ରୀଯୁକ୍ତ ବାଞ୍ଚାନିଧି ପ୍ରଧାନଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା।
 ଜିଲ୍ଲା ବିଜେପି ସାଂସ୍କୃତିକ ପ୍ରକୋଷ୍ଠର ସଂଯୋଜକ ଶ୍ରୀ ଅରୁଣ କୁମାର ମେଣ୍ଡିଳି। ସମ୍ମାନୀୟ ଅତିଥି: ରାଧାନଗର ପଞ୍ଚାୟତର ସରପଞ୍ଚ ଶ୍ରୀଯୁକ୍ତ ଗଣେଶ କୁମାର ବେହେରା ଏବଂ ମଥୁରା ପଞ୍ଚାୟତର ସରପଞ୍ଚ ଶ୍ରୀ ପ୍ରଦୀପ କହଁର। ଏହି ସଭାରେ ବ୍ଲକର ପ୍ରାୟ ୧୦୦ରୁ ଊର୍ଦ୍ଧ୍ୱ ବିଭିନ୍ନ କ୍ଷେତ୍ରର କଳାକାର ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ।
ଉକ୍ତ ସଭାକୁ ଶ୍ରୀ ସୁଶାନ୍ତ ସେଠୀ ଅତି ସୁନ୍ଦର ଭାବେ ପରିଚାଳନା କରିଥିବା ବେଳେ ଶେଷରେ ଶ୍ରୀ ନିର୍ଗୁଣ ମହାକୁଡ଼ ସମସ୍ତଙ୍କୁ ଆନୁଷ୍ଠାନିକ ଭାବେ ଧନ୍ୟବାଦ ଅର୍ପଣ କରିଥିଲେ।
​କଳା, ସଂସ୍କୃତି ଏବଂ କଳାକାରମାନଙ୍କର ସୁରକ୍ଷା ଓ ବିକାଶ ପାଇଁ ଏହି ବୈଠକରେ ବ୍ୟାପକ ଆଲୋଚନା କରାଯାଇଛି। 
​#BJP #BJPBoudh #Harabhanga #SanskrutikaPrakostha #ArtistsMeet #OdishaBJP #BoudhNews #DevelopmentOfArt

ଭାରତୀୟ ଜନତା ପାର୍ଟି (BJP) ସାଂସ୍କୃତିକ ପ୍ରକୋଷ୍ଠର ହରଭଙ୍ଗା ବ୍ଲକସ୍ତରୀୟ ସାଧାରଣ ବୈଠକ ଅନୁଷ୍ଠିତ ​ବୌଦ୍ଧ ଜିଲ୍ଲା ଭାରତୀୟ ଜନତା ପାର୍ଟି (BJP) ସାଂସ୍କୃତିକ ପ୍ରକୋଷ୍ଠ ତରଫରୁ ହରଭଙ୍ଗା ବ୍ଲକର ସମସ୍ତ ସ୍ଥାନୀୟ କଳାକାରମାନଙ୍କୁ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ସାଧାରଣ ବୈଠକ ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି। ​ଏହି ବୈଠକ ସମ୍ମାନୀୟ ଶ୍ରୀଯୁକ୍ତ ବାଞ୍ଚାନିଧି ପ୍ରଧାନଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା। ଜିଲ୍ଲା ବିଜେପି ସାଂସ୍କୃତିକ ପ୍ରକୋଷ୍ଠର ସଂଯୋଜକ ଶ୍ରୀ ଅରୁଣ କୁମାର ମେଣ୍ଡିଳି। ସମ୍ମାନୀୟ ଅତିଥି: ରାଧାନଗର ପଞ୍ଚାୟତର ସରପଞ୍ଚ ଶ୍ରୀଯୁକ୍ତ ଗଣେଶ କୁମାର ବେହେରା ଏବଂ ମଥୁରା ପଞ୍ଚାୟତର ସରପଞ୍ଚ ଶ୍ରୀ ପ୍ରଦୀପ କହଁର। ଏହି ସଭାରେ ବ୍ଲକର ପ୍ରାୟ ୧୦୦ରୁ ଊର୍ଦ୍ଧ୍ୱ ବିଭିନ୍ନ କ୍ଷେତ୍ରର କଳାକାର ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ଉକ୍ତ ସଭାକୁ ଶ୍ରୀ ସୁଶାନ୍ତ ସେଠୀ ଅତି ସୁନ୍ଦର ଭାବେ ପରିଚାଳନା କରିଥିବା ବେଳେ ଶେଷରେ ଶ୍ରୀ ନିର୍ଗୁଣ ମହାକୁଡ଼ ସମସ୍ତଙ୍କୁ ଆନୁଷ୍ଠାନିକ ଭାବେ ଧନ୍ୟବାଦ ଅର୍ପଣ କରିଥିଲେ। ​କଳା, ସଂସ୍କୃତି ଏବଂ କଳାକାରମାନଙ୍କର ସୁରକ୍ଷା ଓ ବିକାଶ ପାଇଁ ଏହି ବୈଠକରେ ବ୍ୟାପକ ଆଲୋଚନା କରାଯାଇଛି। ​#BJP #BJPBoudh #Harabhanga #SanskrutikaPrakostha #ArtistsMeet #OdishaBJP #BoudhNews #DevelopmentOfArt

Baudh Sadar, Boudh (Bauda) | Jun 6, 2026

ସଙ୍ଗୀତlୟନର ବାର୍ଷିକ ସଙ୍ଗୀତ ପରୀକ୍ଷା ଅନୁଷ୍ଠିତ

ସଙ୍ଗୀତlୟନର ବାର୍ଷିକ ସଙ୍ଗୀତ ପରୀକ୍ଷା ଅନୁଷ୍ଠିତ

Baudh Sadar, Boudh (Bauda) | Jun 6, 2026

ବୌଦ୍ଧ ଷ୍ଟାଡିଅମ ରେ cm ଟ୍ରଫି ଖେଳ ଅନୁଷ୍ଠିତ

ବୌଦ୍ଧ ଷ୍ଟାଡିଅମ ରେ cm ଟ୍ରଫି ଖେଳ ଅନୁଷ୍ଠିତ

Baudh Sadar, Boudh (Bauda) | Jun 6, 2026

ବୌଦ୍ଧ ସଦର: ବହିରା ଗ୍ରାମ ରାସ୍ତାରୁ ବେଆନ ଦେଶି ମଦ ଜବତ କରିବା ସହିତ ଆସାମୀକୁ ଗିରଫ ଅଦାଲତର ଦ୍ୱାରାସ୍ତ - Baudh Sadar News