Public App Logo
Jansamasya
हादसा
News
पुलिस
Maharashtra
Bjp
National
Police
Bihar
कांग्रेस
Congress
Accident
Modi
Delhi
Viral
Crime
Up
अमित_शाह
Bollywood
Breakingnews
Narendramodi
Madhya_pradesh
Mp
उत्तरप्रदेश
Pmmodi
Rahulgandhi
यूपी
Uttarpradesh
Haryana
Cricket

MORE NEWS

ବରଗଡ଼ ମୁନିସିପାଲଟି  ବିଭାଗୀୟ ଅଧିକାରୀ ଧ୍ୟାନ ଦିଅନ୍ତୁ ଯେମିତି ଅଯଥା ପାଣି ଯେମିତି ନଷ୍ଟ ନ ହେବ 
#everyonefollowers 
#dmbargarh 
#bargarh 
#municipalcouncilbargarh

ବରଗଡ଼ ମୁନିସିପାଲଟି ବିଭାଗୀୟ ଅଧିକାରୀ ଧ୍ୟାନ ଦିଅନ୍ତୁ ଯେମିତି ଅଯଥା ପାଣି ଯେମିତି ନଷ୍ଟ ନ ହେବ #everyonefollowers #dmbargarh #bargarh #municipalcouncilbargarh

Bargarh, Bargarh (Baragarh) | Jun 26, 2026

👉 #ପାଣି_ସମସ୍ୟା 
ଖରାଦିନେ ପାଣିର ସମସ୍ୟା ବହୁତ ମାତ୍ରାରେ ଗାଁ ମାନଙ୍କୁ ଦେଖିବାକୁ ମିଳୁଛି ଗାଁ ମାନଙ୍କୁ ବନ୍ଧ, ମୁଡ଼ା, ଜୋର , ନଦୀ ଶୁଖିବାକୁ ଲାଗିଛି ପାଣିର ସମସ୍ୟାରେ ଲୋକେ ଅନେକ ଅସୁବିଧାର ସମ୍ମୁଖିନ ହେଉଛନ୍ତି ।
ସରକାରୀ ଯୋଜନା ହିସାବରେ ଗାଁ ମାନଙ୍କୁ ଲୋକମାନେ ନଳକୂପ ଖୋଳୁଛନ୍ତି ହେଲେ ଅନେକ ଜାଗାରେ ନଳକୂପ ଖୋଲିବା ସମୟରେ ପାଣି ମଧ୍ୟ ବାହାରୁନାହିଁ ଯାହା ପାଖରେ ପଇସା ଅଛି ସେ ମଧ୍ୟ ନିଜ ସୁବିଧା ପାଇଁ ଘରେ ନଳକୂପ ଖୋଳୁଛନ୍ତି । 
ହେଲେ ଆମେ ଜାଣି ପାରୁନାହିଁ ଜଳର ସ୍ତର ଧୀରେ କମି କମି ଯାଉଛି ଯଦି ଆଗାମୀ ଦିନରେ ଆମେ ସଚେତନ ନହେବା ତାହାଲେ ପାଣି ପାଇଁ ମଧ୍ୟ ବିଶ୍ଵଯୁଦ୍ଧ ହୋଇପାରେ । 
ସେଥିପାଇଁ ମୋର ଗୋଟେ ଅନୁରୋଧ ଆମେ ସମସ୍ତେ ପାଣି କୁ ଅଯଥା ନଷ୍ଟ କରିବା ନାହିଁ ପାଣି ପାଇବା ପାଇଁ ଆମେ କିଛି କରିବାକୁ ହେବ ଯଥା ଗଛ ବହୁତ ମାତ୍ରାରେ ଲଗେଇବା ଜଙ୍ଗଲ କୁ ସୁରକ୍ଷିତ ରଖିବା ବର୍ଷା ଦିନେ ଅଯଥା ପାଣି ନଷ୍ଟ ହେଉଥିବାରୁ ତାକୁ ଯତ୍ନ କରି ରଖିବା । ବହୁତ ବର୍ଷ ଆଗରୁ ଗାଁ ମାନଙ୍କୁ ଦେଖିବାକୁ ମିଳୁଥିଲା ବନ୍ଧ
 ଗାଧୋଇବା ପାଇଁଅସୁବିଧା ନ ଥିଲା ଗୋଟିଏ ଗୋଟି ଗାଁରେ ୫ ଟି ୬ ଟି ଲେଖା ବନ୍ଧ ଥିଲା ହେଲେ ସେ ବନ୍ଧ ଧୀରେ ଧୀରେ ପୋତି ହୋଇ ଗଲା କଉଠି ବନ୍ଧ ପୋତି ଲୋକେ ଅନ୍ୟ କିଛି କରିବାକୁ ଚାହିଁଲେ ତ କଉଠି ସରକାରୀ ଅଫିସ ଖୋଲିବା ପାଇଁ ସେହି ବନ୍ଧ କୁ ପୋତି ଦିଆଗଲା ହେଲେ ଆଜି ସେହି ପୋତି ଥିବା ବନ୍ଧ ପୁଣି ଲୋକଙ୍କୁ ଆବଶ୍ୟକ ନଚେତ ଗାଁ ମାନଙ୍କୁ ପାଣିର ସମସ୍ୟା ବହୁତ ମାତ୍ରାରେ ହେବ । ମୁ ସରକାର କୁ ଅନୁରୋଧ କରିବି ନଳକୂପ ଜାଗାରେ ଯଦି ଗାଁ ମାନଙ୍କୁ ବନ୍ଧ ପାଇଁ ସରକାରୀ  ଯୋଜନା କରାଯାଏ ତାହେଲେ ପାଣିର ସମସ୍ୟା ମଧ୍ୟ କିଛି ମାତ୍ରାରେ କମିବ ଲୋକେ ଅନେକ ସୁବିଧା ପାଇ ପାରିବେ #ଜଳ_ହିଁ_ଜୀବନ ସଚେତନ ହେବା ସଚେତନ କରାଇବା 
#PadampurTv 
#everyonefollowers 
#viralchallenge 
#dmbargarh 
#Odisha

👉 #ପାଣି_ସମସ୍ୟା ଖରାଦିନେ ପାଣିର ସମସ୍ୟା ବହୁତ ମାତ୍ରାରେ ଗାଁ ମାନଙ୍କୁ ଦେଖିବାକୁ ମିଳୁଛି ଗାଁ ମାନଙ୍କୁ ବନ୍ଧ, ମୁଡ଼ା, ଜୋର , ନଦୀ ଶୁଖିବାକୁ ଲାଗିଛି ପାଣିର ସମସ୍ୟାରେ ଲୋକେ ଅନେକ ଅସୁବିଧାର ସମ୍ମୁଖିନ ହେଉଛନ୍ତି । ସରକାରୀ ଯୋଜନା ହିସାବରେ ଗାଁ ମାନଙ୍କୁ ଲୋକମାନେ ନଳକୂପ ଖୋଳୁଛନ୍ତି ହେଲେ ଅନେକ ଜାଗାରେ ନଳକୂପ ଖୋଲିବା ସମୟରେ ପାଣି ମଧ୍ୟ ବାହାରୁନାହିଁ ଯାହା ପାଖରେ ପଇସା ଅଛି ସେ ମଧ୍ୟ ନିଜ ସୁବିଧା ପାଇଁ ଘରେ ନଳକୂପ ଖୋଳୁଛନ୍ତି । ହେଲେ ଆମେ ଜାଣି ପାରୁନାହିଁ ଜଳର ସ୍ତର ଧୀରେ କମି କମି ଯାଉଛି ଯଦି ଆଗାମୀ ଦିନରେ ଆମେ ସଚେତନ ନହେବା ତାହାଲେ ପାଣି ପାଇଁ ମଧ୍ୟ ବିଶ୍ଵଯୁଦ୍ଧ ହୋଇପାରେ । ସେଥିପାଇଁ ମୋର ଗୋଟେ ଅନୁରୋଧ ଆମେ ସମସ୍ତେ ପାଣି କୁ ଅଯଥା ନଷ୍ଟ କରିବା ନାହିଁ ପାଣି ପାଇବା ପାଇଁ ଆମେ କିଛି କରିବାକୁ ହେବ ଯଥା ଗଛ ବହୁତ ମାତ୍ରାରେ ଲଗେଇବା ଜଙ୍ଗଲ କୁ ସୁରକ୍ଷିତ ରଖିବା ବର୍ଷା ଦିନେ ଅଯଥା ପାଣି ନଷ୍ଟ ହେଉଥିବାରୁ ତାକୁ ଯତ୍ନ କରି ରଖିବା । ବହୁତ ବର୍ଷ ଆଗରୁ ଗାଁ ମାନଙ୍କୁ ଦେଖିବାକୁ ମିଳୁଥିଲା ବନ୍ଧ ଗାଧୋଇବା ପାଇଁଅସୁବିଧା ନ ଥିଲା ଗୋଟିଏ ଗୋଟି ଗାଁରେ ୫ ଟି ୬ ଟି ଲେଖା ବନ୍ଧ ଥିଲା ହେଲେ ସେ ବନ୍ଧ ଧୀରେ ଧୀରେ ପୋତି ହୋଇ ଗଲା କଉଠି ବନ୍ଧ ପୋତି ଲୋକେ ଅନ୍ୟ କିଛି କରିବାକୁ ଚାହିଁଲେ ତ କଉଠି ସରକାରୀ ଅଫିସ ଖୋଲିବା ପାଇଁ ସେହି ବନ୍ଧ କୁ ପୋତି ଦିଆଗଲା ହେଲେ ଆଜି ସେହି ପୋତି ଥିବା ବନ୍ଧ ପୁଣି ଲୋକଙ୍କୁ ଆବଶ୍ୟକ ନଚେତ ଗାଁ ମାନଙ୍କୁ ପାଣିର ସମସ୍ୟା ବହୁତ ମାତ୍ରାରେ ହେବ । ମୁ ସରକାର କୁ ଅନୁରୋଧ କରିବି ନଳକୂପ ଜାଗାରେ ଯଦି ଗାଁ ମାନଙ୍କୁ ବନ୍ଧ ପାଇଁ ସରକାରୀ ଯୋଜନା କରାଯାଏ ତାହେଲେ ପାଣିର ସମସ୍ୟା ମଧ୍ୟ କିଛି ମାତ୍ରାରେ କମିବ ଲୋକେ ଅନେକ ସୁବିଧା ପାଇ ପାରିବେ #ଜଳ_ହିଁ_ଜୀବନ ସଚେତନ ହେବା ସଚେତନ କରାଇବା #PadampurTv #everyonefollowers #viralchallenge #dmbargarh #Odisha

Bargarh, Bargarh (Baragarh) | Jun 26, 2026

Bargarh, Bargarh (Baragarh) | Jun 26, 2026