ସୁରଜଟିଭି Surajtv ର ମହାପ୍ରଭାବ
ଖବର ପ୍ରସାରଣ ପରେ ତତ୍ପର ପ୍ରଶାସନ, ମଧୁପୁରା ଖାଦାନକୁ ସଂଯୋଗ କରୁଥିବା 4ଟି ବେଆଇନ ରାସ୍ତା କାଟିଲା ଖଣି ବିଭାଗ।
ବାଲେଶ୍ୱର ଜିଲ୍ଲା ବସ୍ତା ବ୍ଲକ ରଘୁନାଥପୁର ପଞ୍ଚାୟତ ଅନ୍ତର୍ଗତ ମଧୁପୁରା ଖାଦାନରୁ ବେଆଇନ ବାଲି ଚାଲାଣ ନେଇ ଖବର ପ୍ରସାରଣ ପରେ ବ୍ଲକ ଖଣି ବିଭାଗ ଆକ୍ସନ ମୁଡକୁ ଆସିଛି। ବସ୍ତା ବ୍ଲକ ଖଣି ଅଧିକାରୀଙ୍କ ନେତୃତ୍ୱରେ ଏକ ଟିମ ମଧୁପୁରା ଖାଦାନରେ ଚଢାଉ କରି ବେଆଇନ ଚାଲାଣ ପାଇଁ ବ୍ୟବହୃତ 4ଟି କଚ୍ଚା ରାସ୍ତାକୁ ଜେସିବି ଲଗାଇ କାଟି ଦେଇଛି।
CMO Odisha Pratap Chandra Sarangi PMO India Brajamohan Pradhan Surajtv Odia Facebook for Creators
Basta, Balasore | Jun 17, 2026