ପାରଳାଖେମୁଣ୍ଡି: ଗଜପତିରେ ଦୁର୍ନୀତି ନିବାରଣ ପାଇଁ ସଚେତନତା କାର୍ଯ୍ୟକ୍ରମ
ଗଜପତି ଜିଲ୍ଲା ପ୍ରଶାସନ ପକ୍ଷରୁ ଦୁର୍ନୀତି ବିରୋଧରେ ଏକ ସଚେତନତା ଶୁଭାଯାତ୍ରା ଆୟୋଜିତ ହୋଇଯାଇଛି । ଏଥିରେ SHG ମହିଳା, ସମାଜସେବୀ ଓ ତୃତୀୟଲିଙ୍ଗୀ ସମ୍ପ୍ରଦାୟର ପ୍ରତିନିଧି ଅଂଶଗ୍ରହଣ କରି ଦୁର୍ନୀତିମୁକ୍ତ ସମାଜ ଗଠନ ପାଇଁ ସହଯୋଗ କରିବାକୁ ଆହ୍ୱାନ ଦେଇଛନ୍ତି ।