ନଭେମ୍ବର ୩୦ତାରିଖ ଅପରାହ୍ନ ପ୍ରାୟ ୧ଟାରୁ ସେକ୍ଟର ୨୦ସ୍ଥିତ ପମ୍ପହାଉସ କଲୋନୀରେ ଜନ କଲ୍ୟାଣ ନିମନ୍ତେ ୨ଦିନ ବ୍ୟାପି ବିଶ୍ଵଶାନ୍ତି ମହାଯଜ୍ଞ ଆରମ୍ଭ ପ୍ରସ୍ତୁତିରେ କର୍ତ୍ତା କୃଷ୍ଣଚନ୍ଦ୍ର ସାହୁ, କର୍ତ୍ରୀ ହେମଲତା ସାହୁଙ୍କ ସହ ଭକ୍ତଗଣ, ମା ମାନେ, ୧୦୮ କଳସଯାତ୍ରା କାରି କୋଏଲନଦୀ ଅଭିମୁଖେ ଯାତ୍ରା କରିଥିଲେ, ସେଠାରେ ପୂଜାର୍ଚନା କରି ଯଜ୍ଞସ୍ଥଳକୁ ଆସି କ୍ରମଗର ପୂଜାକରି ଯଜ୍ଞକୁଣ୍ଡକୁ ପୂଜାର୍ଚନା କରି ହୋମ ଯଜ୍ଞ ଆରମ୍ଭ ହୋଇ ଯାଇଛି, ଏହା ୧ ଡିସେମ୍ବର ୨୦୨୫ ରାତ୍ରି ୧୨ ଟାରେ ବିଶ୍ଵଶାନ୍ତି ଯଜ୍ଞ ସମାପ୍ତ ହେଵ ବୋଲି ସୂଚନା ମିଳିଛି