Public App Logo
Jansamasya
News
Bjp
National
Police
Bihar
बिहार
कांग्रेस
भाजपा
Congress
Modi
Delhi
Viral
Jharkhand
Bollywood
Breakingnews
Narendramodi
Madhya_pradesh
Pmmodi
Rahulgandhi
यूपी
Uttarpradesh
Haryana
Cricket
Uttarakhand
Sambalpur
Crimenews
Karnataka
Aap
Kota

କେଗାଁଓ: ଦଶପୁର ମଣ୍ଡଳର ରେଙ୍ଗଶାପାଲି ବଜାର ପଡିଆ ଠାରେ “ଏକ୍ ପେଡ୍ ମା’ କେ ନାମ୍ ଅଭିଯାନ ଓ ସ୍ୱଚ୍ଛ ଭାରତ ଅଭିଯାନ

Kegaon, Kalahandi | Sep 19, 2025
ପ୍ରଧାନମନ୍ତ୍ରୀ ନରେନ୍ଦ୍ରମୋଦି ଙ୍କ ୭୫ତମ ଜନ୍ମଦିନ ଅବସରରେ ଜୁନାଗଡ଼ ନିର୍ବାଚନ ମଣ୍ଡଳୀ ଗୋଲାମୁଣ୍ଡା ବ୍ଲକ ଅନ୍ତର୍ଗତ ଦଶପୁର ମଣ୍ଡଳର ରେଙ୍ଗଶାପାଲି ବଜାର ପଡିଆ ଠାରେ “ଏକ୍ ପେଡ୍ ମା’ କେ ନାମ୍ ଅଭିଯାନ ଓ ସ୍ୱଚ୍ଛ ଭାରତ ଅଭିଯାନ ଅନୁଷ୍ଠିତ ହୋଇଛି ଏଥିରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ମନ୍ତ୍ରୀ ହିମାଂଶୁ ଶେଖର ମେହେର, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ମନୋଜ ମେହେର ଭାଜପା ଦଶପୁର ମଣ୍ଡଳର ସଭାପତି ପ୍ରମୋଦକୁମାର ପ୍ରଧାନ ,ନାନ୍ଦୋଳ ମଣ୍ଡଳ ସଭାପତି ଚନ୍ଦ୍ର ହାସ୍ୟ ବିଶ୍ୱାଳ, ବରିଷ୍ଠ କାଯ୍ୟକର୍ତ୍ତା ଲଳିତ ପ୍ରଧାନ, ପିତାମ୍ବର ପତ୍ର, ଶୈଳେନ୍ଦ୍ର ପାତ୍ର ଉପସ୍ଥିତ ଥିଲେ