କେଗାଁଓ: ମହାଳିଙ୍ଗ ଦୁର୍ଗା ପୂଜା ପାଇଁ ମାଟି ଆନୁକୂଲ କାର୍ଯ୍ୟକ୍ରମ
ମହାଳିଙ୍ଗ ଦୁର୍ଗା ପୂଜା ପାଇଁ ମାଟି ଆନୁକୂଲ ଆଜି 20ତାରିଖ ଶନିବାର ଅପରାହ୍ନ 4ଟାରେ ମହାଳିଙ୍ଗ ଦୁର୍ଗା ପୂଜା ପାଇଁ ମାଟି ଆନୁକୂଲ କରାଯାଇଛି ପ୍ରଥମେ ଗ୍ରାମର ଜଗନ୍ନାଥ ମନ୍ଦିରରୁ କୀର୍ତ୍ତନ ଧରି ଗ୍ରାମ ପରିକ୍ରମା କଲାପରେ ଗ୍ରାମର ମହାରଣା ଙ୍କ ଘରକୁ ଯାଇ ମାଟି ପୂଜା କରି ସେହି ମାଟିକୁ ଆଣି ଦୁର୍ଗା ମଣ୍ଡପରେ ରଖାଯାଇ ପୂଜା କରାଯାଇଥିଲା ତେବେ ଚଳିତ ବର୍ଷା ମହାଳିଙ୍ଗ ଦୁର୍ଗା ପୂଜା 62ବର୍ଷରେ ପହଞ୍ଚି ଥିବାବେଳେ ଆସନ୍ତା 27ତାରିଖରେ ପୂଜା ଆରମ୍ଭ ହେବ