କେଗାଁଓ: ଗୋଲାମୁଣ୍ଡା ବ୍ଲକ ର ବିଭିନ୍ନ ସ୍ଥାନରେ ବିଶ୍ୱକର୍ମା ପୂଜା ଅନୁଷ୍ଠିତ
ଗୋଲାମୁଣ୍ଡା ବ୍ଲକ ର ବିଭିନ୍ନ ସ୍ଥାନରେ ବିଶ୍ୱକର୍ମା ପୂଜା ଅନୁଷ୍ଠିତ ଆଜି 17ତାରିଖ ବୁଧବାର ସକାଳ 10ଟାରୁ ସନ୍ଧ୍ୟା 6ଟା ପର୍ଯ୍ୟନ୍ତ ଗୋଲାମୁଣ୍ଡା ବ୍ଲକ ର ବିଭିନ୍ନ ସ୍ଥାନରେ ବିଶ୍ୱକର୍ମା ପୂଜା ପାଳିତ ହୋଇଯାଇଛି ଏହି ପୂଜା ଗୁଡିକ ଦୀର୍ଘ 3ରୁ 5ଦିନ ଚାଲିବାର କାର୍ଯ୍ୟକ୍ରମ ରହିଥିବାବେଳେ ବିଭିନ୍ନ ସ୍ଥାନରେ ମନରଞ୍ଜନ କାର୍ଯ୍ୟକ୍ରମ ଗୁଡିକ ମଧ୍ୟ ଅନୁଷ୍ଠିତ ହେବାର ଶୁଣିବାକୁ ମିଳୁଛି