ବାତ୍ୟା ଅକୱାନ: ଖୋଲିଲା ଉପର କୋଲାବ ଜଳଭଣ୍ଡାରର 5 ନମ୍ବର ଗେଟ୍, ସତର୍କ କଲେ କର୍ତ୍ତୃପକ୍ଷ
Jayapur, Koraput | Nov 18, 2026
ସମ୍ଭାବ୍ୟ ବାତ୍ୟା ଅକୱାନ ପାଇଁ ଉପର କୋଲାବ ଜଳଭଣ୍ଡାରର ୫ ନମ୍ବର ଗେଟ୍ ଖୋଲିଛି। ଜଳସ୍ତର ବୃଦ୍ଧି ଆଶଙ୍କାରେ ଏହି ପଦକ୍ଷେପ ନିଆଯାଇଛି। ନଦୀକୂଳିଆ ଅଞ୍ଚଳର ଲୋକଙ୍କୁ ସତର୍କ ରହିବା ସହ ନଦୀକୁ ନ ଯିବାକୁ ପରାମର୍ଶ ଦିଆଯାଇଛି।