Public App Logo
#ଦୃର୍ବୁତ୍ତ_ଙ୍କ_ଗୁଳି_ମାଡ଼ରେ_ଯୁବକ_ଗୁରୁତ୍ୱର ଗୁଳି ମାରି ଫେରାର ହେଲେ ଦୃର୍ବୁତ୍ତ l ଏହିପରି ଅଭାନୀୟ ଘଟଣା ଘଟିଛି ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଉପଖଣ୍ଡ ର ବାଲିମି ଥାନା ଅନ୍ତର୍ଗତ ଝାରବେଡ଼ା ଗ୍ରାମରେ l ଗୁଳି ମାଡ଼ରେ ଶିକାର ହୋଇଥିବା ଯୁବକ ଏହି ଝାରବେଡା ଗ୍ରାମର ବିନ ନାୟକ | #dhenkanal #hindola #balimipolice #bharatnewsodia - Singla News