Public App Logo
Jansamasya
News
पुलिस
Bjp
National
Police
Bihar
India
चुनाव
बीजेपी
भाजपा
Congress
Modi
Delhi
Viral
Up
Rajasthan
Bollywood
Patna
Breakingnews
महिला
Narendramodi
Nitishkumar
Madhya_pradesh
Mp
Madhyapradesh
Ahmedabad
Pmmodi
Rahulgandhi
यूपी

ଭଦ୍ରକ ଗ୍ରାମାଞ୍ଚଳ: ଭଣ୍ଡାରିପୋଖରୀ ଦୁର୍ନୀତି ଗ୍ରସ୍ତ ସ୍ଵାସ୍ଥ କର୍ମୀଙ୍କ ତିହିଡି ବଦଳିକୁ ବିରୋଧ କରି ଜିଲ୍ଲାପାଳ ଙ୍କୁ ଭେଟିଛନ୍ତି ତିହିଡି ବ୍ଲକ ଆଶା କର୍ମୀ

MORE NEWS

🚨 ଚାମେଲି ଓଝାଙ୍କୁ ନେଇ ଚର୍ଚ୍ଚା ଥମୁନି!

ମେଡିକାଲରେ କଢ଼ା ସୁରକ୍ଷା ବ୍ୟବସ୍ଥା। ସବୁଆଡ଼େ ପୋଲିସ ମୁତୟନ ହୋଇଥିବା ବେଳେ, ଆସୁଥିବା ଓ ଯାଉଥିବା ପ୍ରତ୍ୟେକ ଗତିବିଧି ଉପରେ ରହିଛି କଡ଼ା ନଜର। ଚାମେଲି ଓଝାଙ୍କୁ ନେଇ ଏତେ ସୁରକ୍ଷା କାହିଁକି? ଏହା ପଛରେ କଣ ରହିଛି ବଡ଼ କାରଣ?

ଆପଣଙ୍କ ମତ କଣ? କମେଣ୍ଟରେ ନିଶ୍ଚୟ ଜଣାନ୍ତୁ। 👇

#ChameliOjha #OdishaNews #BreakingNews #RCNMedia #RCNOdia #TrendingNews

🚨 ଚାମେଲି ଓଝାଙ୍କୁ ନେଇ ଚର୍ଚ୍ଚା ଥମୁନି! ମେଡିକାଲରେ କଢ଼ା ସୁରକ୍ଷା ବ୍ୟବସ୍ଥା। ସବୁଆଡ଼େ ପୋଲିସ ମୁତୟନ ହୋଇଥିବା ବେଳେ, ଆସୁଥିବା ଓ ଯାଉଥିବା ପ୍ରତ୍ୟେକ ଗତିବିଧି ଉପରେ ରହିଛି କଡ଼ା ନଜର। ଚାମେଲି ଓଝାଙ୍କୁ ନେଇ ଏତେ ସୁରକ୍ଷା କାହିଁକି? ଏହା ପଛରେ କଣ ରହିଛି ବଡ଼ କାରଣ? ଆପଣଙ୍କ ମତ କଣ? କମେଣ୍ଟରେ ନିଶ୍ଚୟ ଜଣାନ୍ତୁ। 👇 #ChameliOjha #OdishaNews #BreakingNews #RCNMedia #RCNOdia #TrendingNews

Bhadrak Rural, Bhadrak | Jun 15, 2026

ବାସୁଦେବପୁର ବ୍ଲକ ଅନ୍ତର୍ଗତ ସ୍ଥାନୀୟ ବାଲିମେଦ ଠାରେ ରଜ ପର୍ବ ଅବସର ରେ ଆୟୋଜିତ ଗଣ ଦୌଡ| RCN ODIA#RCNMedia #RCNTV #RCNOdia #RCNOdiaNews #RCNMediaNews #RegionalCitizenNews #RCN #RCNLive #RCNBreaking #RCNUpdates

ବାସୁଦେବପୁର ବ୍ଲକ ଅନ୍ତର୍ଗତ ସ୍ଥାନୀୟ ବାଲିମେଦ ଠାରେ ରଜ ପର୍ବ ଅବସର ରେ ଆୟୋଜିତ ଗଣ ଦୌଡ| RCN ODIA#RCNMedia #RCNTV #RCNOdia #RCNOdiaNews #RCNMediaNews #RegionalCitizenNews #RCN #RCNLive #RCNBreaking #RCNUpdates

Bhadrak Rural, Bhadrak | Jun 15, 2026

🚨 "ଗୋଟେ ଝିଅର ଛାତିରେ କ୍ୟାମେରା ଲଗାଇ ରେକର୍ଡିଂ କରିବା କେତେ ଯୁକ୍ତିଯୁକ୍ତ?" — ପ୍ରଶ୍ନ ଉଠାଇଲେ ସୋଫିଆ ଫିର୍ଦୋସ।

ଚର୍ଚ୍ଚିତ ସରପଞ୍ଚ ଚାମେଲି ଓଝାଙ୍କୁ ମେଡିକାଲରେ ଭେଟିବା ପରେ ବାରବାଟୀ ବିଧାୟିକା ସୋଫିଆ ଫିର୍ଦୋସ ଘଟଣାକୁ ନେଇ କଡ଼ା ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି, ଘଟଣାର ନିରପେକ୍ଷ ତଦନ୍ତ ହେଉ ଏବଂ ଚାମେଲି ଓଝାଙ୍କୁ ଯଥାଶୀଘ୍ର ନ୍ୟାୟ ମିଳୁ।

👉 ଏହି ଘଟଣାକୁ ନେଇ ଆପଣଙ୍କ ମତ କଣ? କମେଣ୍ଟରେ ଜଣାନ୍ତୁ।

#ChameliOjha #SophiaFirdous #OdishaPolitics #JusticeForChameli #RCNMedia #Rcnmedia #Rcnmedianews #Rcnodia #Rcnodianews

🚨 "ଗୋଟେ ଝିଅର ଛାତିରେ କ୍ୟାମେରା ଲଗାଇ ରେକର୍ଡିଂ କରିବା କେତେ ଯୁକ୍ତିଯୁକ୍ତ?" — ପ୍ରଶ୍ନ ଉଠାଇଲେ ସୋଫିଆ ଫିର୍ଦୋସ। ଚର୍ଚ୍ଚିତ ସରପଞ୍ଚ ଚାମେଲି ଓଝାଙ୍କୁ ମେଡିକାଲରେ ଭେଟିବା ପରେ ବାରବାଟୀ ବିଧାୟିକା ସୋଫିଆ ଫିର୍ଦୋସ ଘଟଣାକୁ ନେଇ କଡ଼ା ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି, ଘଟଣାର ନିରପେକ୍ଷ ତଦନ୍ତ ହେଉ ଏବଂ ଚାମେଲି ଓଝାଙ୍କୁ ଯଥାଶୀଘ୍ର ନ୍ୟାୟ ମିଳୁ। 👉 ଏହି ଘଟଣାକୁ ନେଇ ଆପଣଙ୍କ ମତ କଣ? କମେଣ୍ଟରେ ଜଣାନ୍ତୁ। #ChameliOjha #SophiaFirdous #OdishaPolitics #JusticeForChameli #RCNMedia #Rcnmedia #Rcnmedianews #Rcnodia #Rcnodianews

Bhadrak Rural, Bhadrak | Jun 15, 2026