Public App Logo
Jansamasya
News
पुलिस
बॉलीवुड
Bjp
National
Police
Bihar
India
कांग्रेस
Congress
Modi
Delhi
Viral
Rajasthan
Bollywood
दिल्ली
Patna
Breakingnews
Narendramodi
Madhya_pradesh
अनिल
Cm
Pmmodi
Rahulgandhi
कानपुर
Pm
Uttarpradesh
Haryana
Lucknow

ବୌଦ୍ଧ ସଦର: ମଥୁରା ଗ୍ରାମ ଏରିଆରେ ଚାଲିଥିବl ମହୁଲି ମଦ ତିଆରି ଆଡାରେ ହରାଭଙ୍ଗା ଅବକାରୀ ପୋଲିସର ଚଢ଼ାଉ ୨୪୦କେଜି ପୋଚ ଜବତ କରି ନଷ୍ଟ

ଆଜି ସନ୍ଧ୍ୟା ୭.୩୦ସମୟରେ ହରଭଙ୍ଗା ଅବକାରୀ ଥାନା ପକ୍ଷରୁ ମିଳିଥିବା ସୂଚନା ଅନୁସାରେ l ଆଜି ସକାଳ ପାଖପାଖି ୧୦ଟା ସମୟରେ ହରଭଙ୍ଗା ଅବକାରୀ ପୋଲିସ ବେଆନା ଭାବରେ ବୌଦ୍ଧ ଥାନା ଅନ୍ତର୍ଗତ ମଥୁରା ଗ୍ରାମ ଏରିଆରେ ମହୁଲି ମଦ ରନ୍ଧା ଯାଉଥିବା ନେଇ ଚଢ଼ାଉ କରିଥିଲା l ଏହି ଚଢ଼ାଉ ୨୪୦କେଜି ମହୁଲ ପୋଚକୁ ଜବତ କରି ଘଟଣା ସ୍ଥଳରେ ନଷ୍ଟ କରି ୧୨୪/୨୫-୨୬ରେ ମାମଲା ରୁଜୁ କରାଯାଇଛି l ଏନେଇ ହରବହାଙ୍ଗା ଅବକାରୀ ଥାନାର ଇନଚାର୍ଜ OIC ଅସିତ କୁମାର ପ୍ରଧାନ ସୂଚନା ଦେଇ ଛନ୍ତି
ବୌଦ୍ଧ ସଦର: ମଥୁରା ଗ୍ରାମ ଏରିଆରେ ଚାଲିଥିବl ମହୁଲି ମଦ ତିଆରି ଆଡାରେ ହରାଭଙ୍ଗା ଅବକାରୀ ପୋଲିସର ଚଢ଼ାଉ ୨୪୦କେଜି ପୋଚ ଜବତ କରି ନଷ୍ଟ - Baudh Sadar News