ଗୋପାଳପୁର ଓ ବିଷ୍ଣୁପୁର ସ୍ୱାସ୍ଥ୍ୟକେନ୍ଦ୍ର ପରିଦର୍ଶନ କଲେ ଜିଲ୍ଲାପାଳ
Baleshwar, Balasore | Oct 27, 2026
ଜିଲ୍ଲାପାଳ ସୂର୍ଯ୍ୟବଂଶୀ ମୟୂର ବିକାଶ ଆଜି ଗୋପାଳପୁର ଓ ବିଷ୍ଣୁପୁର ସ୍ୱାସ୍ଥ୍ୟକେନ୍ଦ୍ର ପରିଦର୍ଶନ କରି ଚିକିତ୍ସା ସେବାର ସମୀକ୍ଷା କରିଛନ୍ତି। ଏହାସହ ଗୋପାଳପୁର ମଣିଭଦ୍ର ଉପ୍ରା ବିଦ୍ୟାଳୟର ବାଲ ବାଟିକା କାର୍ଯ୍ୟକ୍ରମରେ ସାମିଲ ହୋଇ ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିଛନ୍ତି।