Install App
Login
HOME
Delhi
Haryana
Uttar Pradesh
Bihar
Chhattisgarh
Madhya Pradesh
Rajasthan
Jharkhand
Himachal Pradesh
Uttarakhand
Punjab
Andhra Pradesh
Telangana
Tamil Nadu
Karnataka
Maharashtra
Assam
West Bengal
Tripura
Gujarat
Odisha
Kerala
Jansamasya
News
पुलिस
Bjp
National
Police
Bihar
India
जनसमस्या
चुनाव
बीजेपी
भाजपा
Congress
Modi
Delhi
Viral
Up
Iyc
Bollywood
Patna
Breakingnews
महिला
Narendramodi
Nitishkumar
Madhya_pradesh
Mp
Madhyapradesh
Ahmedabad
Pmmodi
Rahulgandhi
newsodiaodisha
କଟକ ମାହାଙ୍ଗା ର ଜିଲ୍ଲା ପରିଷଦ ଭାବରେ ବାହୁଡା଼ ଯାତ୍ରା କରିବେ ଶକ୍ତି ପ୍ରସାଦ ମହାନ୍ତି #newsodiaodisha #public #newsupdate #vairalvideo #facebookreelsviralviralシfypシ゚2026
Dhenkanal Sadar, Dhenkanal
| Jun 12, 2026
#newsodiaodisha
#public
#newsupdate
#vairalvideo
#facebookreelsviralviralシfypシ゚2026
MORE NEWS
ଏସ୍ପି କାର୍ଯ୍ୟାଳୟ ସମ୍ମୁଖରେ ଜଣେ ଆଇନ୍ ଛାତ୍ର ଓ ତାଙ୍କ ବାପା ଦେହରେ ପେଟ୍ରୋଲ ଢାଳି ଆତ୍ମାହୁତି ଉଦ୍ୟମ କରିଥିଲେ।
Dhenkanal Sadar, Dhenkanal | Jun 13, 2026
ଆଜି ଶନିବାର ଦର୍ଶନ କରନ୍ତୁ ମା କାଳିଜାଇ ଚିଲିକା ହର୍ଦ #newsodiaodisha #public #ᴠᴀɪʀᴀʟ #chilika #facebookreelsviralviralシfypシ゚2026
Dhenkanal Sadar, Dhenkanal | Jun 12, 2026
ଆରମ୍ଭ ହେଲା ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନା ! ଏବେ ରେସନ କାର୍ଡଧାରୀ ୫ କିଲୋ ପରିବର୍ତ୍ତେ ପାଇବେ ୧୦ କିଲୋ ଚାଉଳଆରମ୍ଭ ହେଲା ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନା ! ଏବେ ରେସନ କାର୍ଡଧାରୀ ୫ କିଲୋ ପରିବର୍ତ୍ତେ ପାଇବେ ୧୦ କିଲୋ ଚାଉଳ । ଆଜି ଢେଙ୍କାନାଳ ଆର୍ଟ ଆଣ୍ଡ କ୍ରାଫ୍ଟ ସେଣ୍ଟର ଠାରେ ରାଜ୍ୟ ସରକାରଙ୍କ ପକ୍ଷରୁ ଖାଦ୍ୟ ନିରାପତ୍ତା ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିବା ଲକ୍ଷ୍ୟରେ ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନାର ଶୁଭାରମ୍ଭ ହୋଇଯାଇଛି। ସେବା, ସୁଶାସନ ଓ ସଂକଳ୍ପର ସଫଳ ୨ ବର୍ଷ ପୂର୍ତ୍ତି ଅବସରରେ ରାଜ୍ୟର ଡବଲ ଇଞ୍ଜିନ ସରକାର ଗରିବ କଲ୍ୟାଣ ପାଇଁ ଖାଦ୍ୟ ସୁରକ୍ଷାକୁ ଆହୁରି ସୁଦୃଢ଼ କରିବା ଉଦ୍ଦେଶ୍ୟରେ ଆଜିଠାରୁ ଆରମ୍ଭ ହୋଇଛି ‘ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନା'। ଏହି ଯୋଜନା ମାଧ୍ୟମରେ ଏବେ NFSA ଓ SFSS ଅଧୀନରେ ଥିବା ରାଜ୍ୟର ପ୍ରାୟ ୩ କୋଟି ୨୮ ଲକ୍ଷରୁ ଅଧିକ ହିତାଧିକାରୀଙ୍କୁ ୫ କେଜି ଅତିରିକ୍ତ ଚାଉଳ ମିଳିବ । ବିକଶିତ ଓଡ଼ିଶା ଗଠନ ଓ ପ୍ରତିଟି ଓଡ଼ିଆଙ୍କ ଚେହେରାରେ ହସ ଫୁଟାଇବା ପାଇଁ ଆମ ସରକାର ସଦାସର୍ବଦା ପ୍ରତିଶ୍ରୁତିବଦ୍ଧ ।🙏 #newsodiaodisha #2YearsOfDoubleEngline #12YearsOfSeva #MukhyamantriAnnapurnaYojna
Dhenkanal Sadar, Dhenkanal | Jun 12, 2026
କାମାକ୍ଷାନଗର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଭୁବନ ସ୍ଥିତ ପବିତ୍ର ବୁଦ୍ଧେଶ୍ୱର ମନ୍ଦିର ପ୍ରାଙ୍ଗଣରେ କେନ୍ଦ୍ର ସରକାରଙ୍କ ୧୨ ବର୍ଷର ସଫଳ ଶାସନ ଏବଂ ଓଡ଼ିଶା ରାଜ୍ୟ ସରକାରଙ୍କ ୨ ବର୍ଷର ସଫଳତା ପୂର୍ତ୍ତି ଉପଲକ୍ଷେ ଆୟୋଜିତ “ବିକାଶ ସଂକଳ୍ପ ସମାବେଶ ବିକାଶର ସଂକଳ୍ପ, ଜନବିଶ୍ୱାସର ବିଜୟ.. ଆଜି କାମାକ୍ଷାନଗର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଭୁବନ ସ୍ଥିତ ପବିତ୍ର ବୁଦ୍ଧେଶ୍ୱର ମନ୍ଦିର ପ୍ରାଙ୍ଗଣରେ କେନ୍ଦ୍ର ସରକାରଙ୍କ ୧୨ ବର୍ଷର ସଫଳ ଶାସନ ଏବଂ ଓଡ଼ିଶା ରାଜ୍ୟ ସରକାରଙ୍କ ୨ ବର୍ଷର ସଫଳତା ପୂର୍ତ୍ତି ଉପଲକ୍ଷେ ଆୟୋଜିତ “ବିକାଶ ସଂକଳ୍ପ ସମାବେଶ” ଅତ୍ୟନ୍ତ ଭବ୍ୟ ଓ ଐତିହାସିକ ଭାବରେ ଅନୁଷ୍ଠିତ ହୋଇଥିଲା। ବିପୁଳ ଜନସମାଗମ, କାର୍ଯ୍ୟକର୍ତ୍ତାଙ୍କ ଉତ୍ସାହ ଏବଂ ଜନସାଧାରଣଙ୍କ ଅପାର ସମର୍ଥନ ଏହି ସମାବେଶକୁ ସଫଳତାର ଏକ ନୂତନ ଉଚ୍ଚତାରେ ପହଞ୍ଚାଇଥିଲା। ଏହି ଅବସରରେ ମାନ୍ୟବର ମନ୍ତ୍ରୀ ଶ୍ରୀ Krushna Chandra Patra ମାନ୍ୟବର ସାଂସଦ ଶ୍ରୀ Rudra Narayan Pany , ମାନ୍ୟବର ଜିଲ୍ଲା ସଭାପତି ଶ୍ରୀ Rash Bihari Behera , ମାନ୍ୟବର ବିଧାୟକ ଶ୍ରୀ Bibhuti Pradhan , ମାନ୍ୟବର ବିଧାୟିକା ଶ୍ରୀମତୀ Simarani Nayak , ମାନ୍ୟବର ବିଧାୟକ ଶ୍ରୀ Agasti Behera, ମାନ୍ୟବର ବିଧାୟକ ଶ୍ରୀ Ashok Mohanty, ଜିଲ୍ଲା ପ୍ରଭାରୀ ଶ୍ରୀମତୀ Smruti Pattnaik , ଜିଲ୍ଲା ସାଧାରଣ ସମ୍ପାଦକ ଶ୍ରୀ ମାତୃପ୍ରସାଦ ନନ୍ଦ, ବରିଷ୍ଠ ନେତା ପ୍ରମୋଦ ନନ୍ଦ, ବରିଷ୍ଠ ନେତା ପବିତ୍ର ମୋହନ ବିଶ୍ବାଳ ସମେତ ବହୁ ବରିଷ୍ଠ ନେତୃବୃନ୍ଦ ମଞ୍ଚାସୀନ ରହି ଉପସ୍ଥିତ ଜନସାଧାରଣଙ୍କୁ ଉଦ୍ବୋଧନ ଦେଇଥିଲେ। ସେମାନେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଜନହିତକର ଯୋଜନା, ସୁଶାସନ ଓ ବିକାଶମୂଳକ କାର୍ଯ୍ୟ ବିଷୟରେ ଆଲୋକପାତ କରିଥିଲେ। ଏହି ସମାବେଶରେ ଜନସାଧାରଣଙ୍କ ବିପୁଳ ଉପସ୍ଥିତି ପ୍ରମାଣିତ କରିଛି ଯେ, ଲୋକମାନଙ୍କ ବିଶ୍ୱାସ ଆଜି ବିକାଶ, ସୁଶାସନ ଓ ସେବାର ରାଜନୀତି ଉପରେ ଅଧିକ ଦୃଢ଼ ହୋଇଛି। ଲୋକଙ୍କ ଆଶା ଓ ଆକାଂକ୍ଷାକୁ ସାଥୀ କରି ଆମେ ଆଗାମୀ ଦିନରେ ମଧ୍ୟ ବିକାଶର ଏହି ଯାତ୍ରାକୁ ଆହୁରି ଗତିଶୀଳ କରିବା ପାଇଁ ସଂକଳ୍ପବଦ୍ଧ। ବିଶେଷ ଖୁସିର ବିଷୟ ଯେ, ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ Narendra Modi ଙ୍କ ଦୂରଦର୍ଶୀ ନେତୃତ୍ୱ, ଦେଶପ୍ରେମ, ସୁଶାସନ ଓ ଜନକଲ୍ୟାଣମୂଳକ କାର୍ଯ୍ୟରେ ଅନୁପ୍ରାଣିତ ହୋଇ ଆମ ଅଞ୍ଚଳର ବିଜେଡିର କିଛି ବରିଷ୍ଠ ନେତା ଭାରତୀୟ ଜନତା ପାର୍ଟିରେ ଯୋଗଦାନ କରିଛନ୍ତି। ସେମାନଙ୍କୁ ଭାରତୀୟ ଜନତା ପାର୍ଟି ପରିବାର ପକ୍ଷରୁ ହାର୍ଦ୍ଦିକ ସ୍ୱାଗତ ଓ ଅଭିନନ୍ଦନ ଜଣାଉଛି। ସେମାନଙ୍କ ଯୋଗଦାନ ଦଳକୁ ଆହୁରି ସୁଦୃଢ଼ କରିବା ସହିତ ଜନସେବାର କାର୍ଯ୍ୟକୁ ଅଧିକ ବ୍ୟାପକ କରିବ ବୋଲି ଆମର ବିଶ୍ୱାସ। ଏହି ବିଶାଳ “ବିକାଶ ସଂକଳ୍ପ ସମାବେଶ” କୁ ସଫଳ ଓ ସ୍ମରଣୀୟ କରିବାରେ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ସହଯୋଗ କରିଥିବା ସମସ୍ତ ସମ୍ମାନନୀୟ ଅତିଥି, ଦଳୀୟ ନେତୃବୃନ୍ଦ, କାର୍ଯ୍ୟକର୍ତ୍ତା, ସ୍ୱେଚ୍ଛାସେବୀ, ଗଣମାଧ୍ୟମ ପ୍ରତିନିଧି ଏବଂ ସର୍ବୋପରି ମୋର ପ୍ରିୟ ଅଞ୍ଚଳବାସୀଙ୍କୁ ମୁଁ ହୃଦୟର ଅନ୍ତଃସ୍ଥଳରୁ ଆନ୍ତରିକ କୃତଜ୍ଞତା ଓ ଅଶେଷ ଧନ୍ୟବାଦ ଜଣାଉଛି। ଆପଣମାନଙ୍କର ଅକୁଣ୍ଠ ସମର୍ଥନ, ଭଲପାଇବା ଓ ସହଯୋଗ ହିଁ ଏହି କାର୍ଯ୍ୟ
Dhenkanal Sadar, Dhenkanal | Jun 12, 2026