Public App Logo
Jansamasya
���ादसा
News
Bjp
National
Bihar
���ीजेपी
���िधायक
Congress
Modi
Delhi
Viral
Jharkhand
Rajasthan
���मित_शाह
Breakingnews
Narendramodi
Nitishkumar
Madhya_pradesh
Pmmodi
Rahulgandhi
���रियाणा
Haryana
Crimenews
Nda
School
Cbi
Mathura
Fatehpur
Jodhpur

ଭଦ୍ରକ ଗ୍ରାମାଞ୍ଚଳ: ଭଦ୍ରକ ପୁରୁଣା ବଜାର ଥାନା ସମ୍ମୁଖରେ ଅମାନିଆ ବାଇକ ଚାଳକଙ୍କ ଠାରୁ ପତାକା ନେଲା ପୋଲିସ

ଆକ୍ସନ ମୋଡ଼ରେ ଭଦ୍ରକ ପୋଲିସ, ମୋହରମ ପର୍ବ ପାଇଁ ସହର ଚଳଚଞ୍ଚଳ ଥିବା ବେଳେ କିଛି ଅମାନିଆ ଯୁବକ ବେଆଇନ ଭାବରେ ବଡ ବଡ ପତାକା ଧରି ଭଦ୍ରକ ସହର ରେ ବୁଲୁଥିବା ବେଳେ ପୁରୁଣାବଜାର ଥାନା ଆଗରେ ଅଟକାଇ ପୂରୁଣା ବଜାର ପୋଲିସ ସହ dib ଅତିରିକ୍ତ ଏସପି ଅଂଶୁମାନ ଦିୱେଦି ପତାକା କୁ ଖୋଲି ନେଇଥିଲେ ଏବଂ ଶାନ୍ତି ଶୃଙ୍ଖଳାର ସହ ପର୍ବକୁ ପାଳନ କରିବାକୁ ପରାମର୍ଶ ଦେଇଥିଲେ ତେବେ ଏହି ଘଟଣା ଦିନ 3 ଘଟିକା ରେ ଘଟିଥିବା ବେଳେ ଏସପି ମୋନଜ ରାଉତ ଓ dig ସତ୍ୟଜିତ ନାୟକ ମଧ୍ୟ ଉପସ୍ଥିତ ଥିଲେ

MORE NEWS

ଭଦ୍ରକ ଗ୍ରାମାଞ୍ଚଳ: ଭଦ୍ରକ ପୁରୁଣା ବଜାର ଥାନା ସମ୍ମୁଖରେ ଅମାନିଆ ବାଇକ ଚାଳକଙ୍କ ଠାରୁ ପତାକା ନେଲା ପୋଲିସ - Bhadrak Rural News