Public App Logo
Jansamasya
News
Bjp
National
Bihar
���ीजेपी
���िधायक
Congress
Modi
Delhi
Viral
���ाजस्थान
Jharkhand
Rajasthan
���ध्यप्रदेश
���मित_शाह
Breakingnews
Narendramodi
Nitishkumar
Madhya_pradesh
Pmmodi
Rahulgandhi
���रियाणा
Haryana
���ादी
Crimenews
Indore
Nda
School
Cbi

ରାଉରକେଲା ମ୍ୟୁନିସିପାଲଟି: ଦିଲ୍ଲୀପକଂ ବିଜୟ ପରେ ରାଉରକେଲାର ବିକାଶ ହେବ, ରାଉରକେଲାରେ ଏଭଳି କହି ପ୍ରତିକ୍ରିୟା ରଖିଲେ ସମର୍ଥକ

Raurkela M, Sundargarh | Mar 16, 2026
ରାଉରକେଲାର ପୂର୍ବତନ ବିଧାୟକ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦିଲ୍ଲୀପ ରାୟ ରାଜ୍ୟସଭାରେ ବିଜୟୀ ହେଉଥିବା ବେଳେ ଏନେଇ ରାଉରକେଲା ଠାରେ ତାଙ୍କ ସମର୍ଥକ ମାନଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି। ରାଉରକେଲା ର ବିକାଶ ହେବ ବୋଲି କହିଛନ୍ତି ସମର୍ଥକ। ସୋମବାର ଅପରାହ୍ନରେ ଏନେଇ ପ୍ରତିକ୍ରିୟା ରଖିଛନ୍ତି କିଛି ସମର୍ଥକ।