ଉମରକୋଟ: ଦର୍ଗାଗୁଡ଼ାରେ ଶବ ରଖି ଟାୟାର ଜାଳି ରାସ୍ତା ଅବରୋଧ କଲେ ଗ୍ରାମବାସୀ
ଦୁର୍ଗାଗୁଡ଼ାରେ ଶବ ରଖି ଟାୟାର ଜାଳି ରାସ୍ତା ଅବରୋଧ କଲେ ଗ୍ରାମବାସୀ ନବରଙ୍ଗପୁର ଜିଲ୍ଲା ଉମରକୋଟ ଠାରୁ ରାଇଘର କୁ ସଂଯୋଗ କରୁଥିବା ୪୦ ନମ୍ବର ରାଜ୍ୟ ରାଜପଥ କୁ ଦର୍ଗାଗୁଡ଼ା ନିକଟରେ ଟାୟାର ଜାଳି ରାସ୍ତା ଅବରୋଧ। ଏକ ଟ୍ରାକ୍ଟର ଦୁର୍ଘଟଣା ରେ ଜଣେ ନାବାଳକ ଙ୍କ ମୁର୍ତ୍ୟୁ ହୋଇ ଥିଲା। ମୃତକ ଙ୍କ ପରିବାର କୁ କ୍ଷତିପୂରଣ ଦାବୀ ରଖିଥିଲେ ଗ୍ରାମବାସୀ