Install App
Login
HOME
Delhi
Haryana
Uttar Pradesh
Bihar
Chhattisgarh
Madhya Pradesh
Rajasthan
Jharkhand
Himachal Pradesh
Uttarakhand
Punjab
Andhra Pradesh
Telangana
Tamil Nadu
Karnataka
Maharashtra
Assam
West Bengal
Tripura
Gujarat
Odisha
Kerala
Jansamasya
News
पुलिस
Maharashtra
Bjp
National
Police
Bihar
India
कांग्रेस
भाजपा
Accident
Congress
Modi
Delhi
Viral
Up
Bollywood
दिल्ली
Breakingnews
महिला
Narendramodi
Madhya_pradesh
उत्तरप्रदेश
Pmmodi
Rahulgandhi
Uttarpradesh
Haryana
Sdm
Uttarakhand
bouddhatimes7
Previous slide
Next slide
ବୌଦ୍ଧ ଜିଲ୍ଲା କାର୍ଯ୍ୟାଳୟରେ ମାସିକ ସାଙ୍ଗଠନିକ ବୈଠକ ଅନୁଷ୍ଠିତ ଆଜି ବୌଦ୍ଧ ଜିଲ୍ଲା କାର୍ଯ୍ୟାଳୟଠାରେ ଜିଲ୍ଲାର ମାସିକ ସାଙ୍ଗଠନିକ ବୈଠକ ଅତ୍ୟନ୍ତ ଉତ୍ସାହଜନକ ପରିବେଶ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ରାଜ୍ୟ ଉପ-ସଭାପତି ଶ୍ରୀ ଯତୀନ ମହାନ୍ତି ମହୋଦୟ ମୁଖ୍ୟ ଅତିଥି ଭାବରେ ଉପସ୍ଥିତ ରହି କାର୍ଯ୍ୟକର୍ତ୍ତାମାନଙ୍କୁ ସାଙ୍ଗଠନିକ ମଜବୁତି, ତୃଣମୂଳ ସ୍ତରରେ ସଂଗଠନର ସମ୍ପ୍ରସାରଣ ଏବଂ ଭବିଷ୍ୟତର କାର୍ଯ୍ୟପନ୍ଥା ସମ୍ପର୍କରେ ଦିଗଦର୍ଶନ ଦେଇଥିଲେ। ଏହି ଗୁରୁତ୍ୱପୂର୍ଣ୍ଣ ବୈଠକରେ ଜିଲ୍ଲାର ପ୍ରମୁଖ ନେତୃବୃନ୍ଦ ଓ ବହୁ ସଂଖ୍ୟାରେ ସକ୍ରିୟ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ। #Boudh #OrganizationalMeeting #BoudhNews #Odisha #DistrictMeeting
Baudh Sadar, Boudh (Bauda)
| Aug 8, 2026
#boudh
#organizationalmeeting
#boudhnews
#odisha
#districtmeeting
MORE NEWS
ଯୋଉଠି ଖୋଜିବୁ ସେଇଠି...ଗୋଟେ ଶୁଆ ଗୋଟେ ଶାରୀ..ଯାତ୍ରା ମହାରଥୀ କଳିଙ୍ଗ ଗଣନାଟ୍ୟ #Phulbani #kandhamal #kalingaGanantya #JatraMaharathi #OdishaTour
Baudh Sadar, Boudh (Bauda) | Aug 26, 2026
ଶ୍ରାବଣ ଚତୁର୍ଦ୍ଦଶୀ ଅବସରରେ ବାବା ସୋମନାଥଙ୍କ ପୀଠରେ ଭକ୍ତିମୟ ପରିବେଶ! ବିଳାସପୁର ସ୍ଥିତ ପ୍ରସିଦ୍ଧ ବାବା ସୋମନାଥଙ୍କ ନିକଟରେ ଶ୍ରାବଣ ଚତୁର୍ଦ୍ଦଶୀ ଉପଲକ୍ଷେ ୨ ଲକ୍ଷ ୨୧ ହଜାର ବେଲପତ୍ର ଅର୍ପଣ କରାଯାଇଛି। ଭକ୍ତଙ୍କ ହର ହର ମହାଦେବ ଧ୍ୱନିରେ କମ୍ପିଉଠିଛି ସମ୍ପୂର୍ଣ୍ଣ ଆଧ୍ୟାତ୍ମିକ ପରିବେଶ। #BabaSomnath #Bilaspur #SravanaChaturdashi #Bholanath #HarHarMahadev #BodhNews #odianewshortcomedy
Baudh Sadar, Boudh (Bauda) | Aug 26, 2026
ବିଳାସପୁର ସୋମନାଥ ମନ୍ଦିରରେ ମହାଜଳାଭିଷେକ ଓ ଏକ ଲକ୍ଷ ବେଲପତ୍ର ଅର୍ପଣ ଉତ୍ସବ ଅନୁଷ୍ଠିତ ବୌଦ୍ଧ ଜିଲ୍ଲା ବିଳାସପୁର ଗ୍ରାମସ୍ଥିତ ପ୍ରସିଦ୍ଧ ସୋମନାଥ ମନ୍ଦିର ପରିସରରେ ଆଜି ଏକ ଭବ୍ୟ ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ବିଳାସପୁର ଗ୍ରାମବାସୀଙ୍କ ମିଳିତ ସହଯୋଗରେ ପ୍ରଭୁ ସୋମନାଥଙ୍କ ପାଖରେ ମହାଜଳାଭିଷେକ ଏବଂ ଏକ ଲକ୍ଷ ବେଲପତ୍ର ଅର୍ପଣ ଉତ୍ସବ ସମାରୋହରେ ଅନୁଷ୍ଠିତ ହୋଇଛି। ଆଜି ସକାଳ ୫.୦୦ ଘଟିକାରୁ ଶ୍ରଦ୍ଧାଳୁମାନଙ୍କ ଦ୍ୱାରା ଏକ ବିଶାଳ କଳସ ଯାତ୍ରା ବାହାରି ମନ୍ଦିର ପରିସରରେ ପହଞ୍ଚିବା ପରେ ପ୍ରଭୁ ସୋମନାଥଙ୍କର ମହାଜଳାଭିଷେକ କାର୍ଯ୍ୟକ୍ରମ ସକାଳ ୭.୩୦ ପର୍ଯ୍ୟନ୍ତ ଚାଲିଥିଲା। ଏହାପରେ ସକାଳ ୧୦.୦୦ ଘଟିକାରୁ ମୁଖ୍ୟ ପୂଜାର୍ଚ୍ଚନା ସହ ପ୍ରଭୁଙ୍କ ନିକଟରେ ‘ଏକ ଲକ୍ଷ ବେଲପତ୍ର ଅର୍ପଣ’ କାର୍ଯ୍ୟକ୍ରମ ଅପରାହ୍ନ ୧.୦୦ ଟା ପର୍ଯ୍ୟନ୍ତ ଅନୁଷ୍ଠିତ ହେବ । ଏହି ଅବସରରେ ଶତାଧିକ ଭକ୍ତଙ୍କ ହରିବୋଲ ଓ ଶିବନାମ ଜପରେ ସମଗ୍ର ଅଞ୍ଚଳ ମୁଖରିତ ହୋଇଉଠିଥିଲା। ଆୟୋଜକଙ୍କ ତରଫରୁ ସମସ୍ତ ଶ୍ରଦ୍ଧାଳୁଙ୍କ ପାଇଁ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିଲା। ଏହି ଧାର୍ମିକ କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ଆୟୋଜକ କମିଟିର ଜ୍ଞାନେନ୍ଦ୍ର ମେଣ୍ଡିଲି, ନିଳାମ୍ଵର ଶମାରୀ, ସ୍ଵାଧୀନ ସାହୁ, ଓ ବିଦ୍ୟାଧର ରଣାଙ୍କ ସମେତ ବିଳାସପୁର ଗ୍ରାମବାସୀ ସକ୍ରିୟ ଯୋଗଦାନ କରିଥିଲେ #OdishaNews #Boudh #SomnathMandir #Bilaspur #MahaJalabhisheka #Bhakti Express #facebooknewsfeed
Baudh Sadar, Boudh (Bauda) | Aug 26, 2026
ଗୋଟେ ଶୁଆ ଗୋଟେ ଶାରୀ, କଳିଙ୍ଗ ଗଣନାଟ୍ୟ, ଫୁଲବାଣୀ #GoteShuaGoteShari #KalingaGananatya #JatraMaharathi #Ashwini #Debashmita ଯାତ୍ରା ମହାରଥୀ କଳିଙ୍ଗ ଗଣନାଟ୍ୟ Kandhamal Creation 𝐏𝐇𝐔𝐋𝐁𝐀𝐍𝐈🍀🏞️ ଯାତ୍ରା ଅପଡେଟ୍
Baudh Sadar, Boudh (Bauda) | Aug 26, 2026
ଏବେ ଆସିଲା ପୁରୁଣାକଟକ ଭୁବନେଶ୍ବର ସୁପରଫାଷ୍ଟ ଏକ୍ସପ୍ରେସ #IndianRailway #Purunakatak #Bhubaneswar #SuperfastExpress #RailwayLineUpdate #OdishaTour #OdishaTourUpdate
Baudh Sadar, Boudh (Bauda) | Aug 25, 2026
ସ୍ଵାମୀ ଲକ୍ଷ୍ମଣାନନ୍ଦ ସରସ୍ଵତୀଙ୍କ ଶ୍ରଦ୍ଧାଞ୍ଜଳି ଶୋଭାଯାତ୍ରା #SwamiLakhmananandaSaraswati #Shobhajatra #Phulbani #Kandhamal #RSS
Baudh Sadar, Boudh (Bauda) | Aug 25, 2026
ଚୁମ୍ବନ କାର I ପୋଲିସ ର ଫାଇନ I ଭାଇରାଲ ପାଇଁ କରିଥିଲେ ଏମିତି I 3500ପାଖ ପାଖି ଥିବ କାର ରେ ଚୁମ୍ବନ
Baudh Sadar, Boudh (Bauda) | Aug 25, 2026
ଛାତ୍ରଛାତ୍ରୀମାନଙ୍କ ପାଇଁ ସଚେତନତା କାର୍ଯ୍ୟକ୍ରମ! ବାଉଁଶୁଣି ଥାନା ପୋଲିସ ଟିମ୍ ଦ୍ୱାରା ମା ମାହେଶ୍ୱରୀ ଡିଗ୍ରୀ କଲେଜ, ବାଉଁଶୁଣିଠାରେ ଏକ ବିଶେଷ ସଚେତନତା ସଭା ଅନୁଷ୍ଠିତ ହୋଇଯାଇଛି #BansuniPolice #AwarenessProgram #CyberSecurity #RoadSafety #DrugFreeYouth #odishapoliceorganisation
Baudh Sadar, Boudh (Bauda) | Aug 25, 2026
ବୌଦ୍ଧ ଜିଲ୍ଲା ସଡ଼କ ସୁରକ୍ଷା କମିଟି ସମୀକ୍ଷା ବୈଠକ ଅନୁଷ୍ଠିତ । ବୌଦ୍ଧ ଜିଲ୍ଲାକୁ ଦୁର୍ଘଟଣା ମୃତ୍ୟୁଶୂନ୍ୟ କରିବା ଆମର ପ୍ରାଥମିକତା ହେବ – ଜିଲ୍ଲାପାଳ
Baudh Sadar, Boudh (Bauda) | Aug 25, 2026