ଭୁବନେଶ୍ୱର: ସୁନା ଦୋକାନରେ ଲୁଟ୍ ଉଦ୍ୟମ: ଧରାପଡ଼ିଲେ ସଫ୍ଟୱେୟାର ଇଞ୍ଜିନିୟର
Bhubaneswar, Khordha | Nov 14, 2026
ଭୁବନେଶ୍ୱର ଚନ୍ଦ୍ରଶେଖରପୁରରେ ନକଲି ବନ୍ଧୁକ ଦେଖାଇ ସୁନା ଦୋକାନ ଲୁଟ୍ କରିବାକୁ ଯାଇ ପୋଲିସ ହାତରେ ଧରାପଡ଼ିଲେ ସଫ୍ଟୱେୟାର ଇଞ୍ଜିନିୟରଙ୍କ ସମେତ ୩ ଜଣ। ଲକରରେ ସୁନା ଥିବାରୁ ଖାଲି ହାତରେ ଫେରିଥିଲେ ଦୁର୍ବୃତ୍ତ। ସିସିଟିଭି ଆଧାରରେ କାର୍ଯ୍ୟାନୁଷ୍ଠାନ।