ପାରଳାଖେମୁଣ୍ଡି: ଗଜପତିରେ ରାଷ୍ଟ୍ରୀୟ ଏକତା ଦିବସ ପାଳିତ: ପାରଳାଖେମୁଣ୍ଡିରେ ମାରାଥନ୍ ଦୌଡ଼
ରାଷ୍ଟ୍ରୀୟ ଏକତା ଦିବସ ଅବସରରେ ଗଜପତି ଜିଲ୍ଲା ପୋଲିସ ପକ୍ଷରୁ ପାରଳାଖେମୁଣ୍ଡିରେ ମାରାଥନ୍ ଦୌଡ଼ ଆୟୋଜିତ ହୋଇଛି। ଗଜପତି ଷ୍ଟାଡିୟମ୍ରୁ ମହାରାଜା ପ୍ୟାଲେସ୍ ପର୍ଯ୍ୟନ୍ତ ଏହି ଦୌଡ଼ ଅନୁଷ୍ଠିତ ହୋଇଥିବାବେଳେ କର୍ମଚାରୀମାନେ ଏକତା ଶପଥ ନେଇଛନ୍ତି।