କୋରାପୁଟରେ ବାଇକ୍ ଚୋରି ଘଟଣାର ପର୍ଦ୍ଦାଫାଶ,ଚୋରି ବାଇକ୍ ଜବତ, ୨ ଜଣ ଗିରଫ
କୋରାପୁଟ ଟାଉନ୍ ଥାନା ପୋଲିସକୁ ମିଳିଛି ସଫଳତା। ଜାନିଗୁଡ଼ା ଛକ ନିକଟରୁ ଚୋରି ହୋଇଥିବା Hero HF Deluxe ବାଇକ୍କୁ ପୋଲିସ ଜବତ କରିଛି।ଜବତ ବାଇକ୍କୁ ପୋଲିସ ମାଲିକଙ୍କ ନିକଟରୁ ଚୋରି ହୋଇଥିବା ବାଇକ୍ ଭାବେ ଚିହ୍ନଟ କରିଛି। ଉଭୟ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି।
📍 ସ୍ଥାନ: କୋରାପୁଟ ଟାଉନ୍ ଥାନା
#Koraput #KoraputPolice #BikeTheft #CrimeNews #newodishatv #VoiceOfOdisha