#ଚୋରି_ମାମଲାରେ_୩_ଗିରଫ
: ଜୟପୁର ଟାଉନ୍ ଥାନା ପୁଲିସ ଏକ ଚୋରି ମାମଲାରେ ୩ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ଜୟପୁର ପୌରପାଳିକା ସୁଇପର କଲୋନୀର ସଦନ ଆକୋଜି ଓରଫ ସଙ୍କାଦାରୁ (୩୫), ମଘଦୁ ନାୟକ (୩୫) ଓ ଅଜୟ ପରଜା (୨୦)।
ପୁଲିସ ସୂଚନା ଅନୁଯାୟୀ, ଏହି ଘଟଣା ସଂପର୍କରେ ଜୟପୁର ଟାଉନ୍ ଥାନାରେ କେସ୍ ନଂ ୩୭୨/୨୦୨୬, ତାରିଖ ୨୮.୦୯.୨୦୨୬ରେ ଭାରତୀୟ ନ୍ୟାୟ ସଂହିତା (BNS)ର ଧାରା ୩୩୧(୪)/୩୦୫(ଏ) ଅନୁଯାୟୀ ମାମଲା ରୁଜୁ ହୋଇଥିଲା।
#jayapurpolice #jeypore #koraput #Odisha #newodishatv
MV 79, Malkangiri | Sep 30, 2026