କଟକ ମହାନଗର ନିଗମର ୧୮ ନମ୍ବର ୱାର୍ଡ ସୂତାହାଟ ଉପରସାହିଠାରେ ଆୟୋଜିତ ଚା' ଖଟି କାର୍ଯ୍ୟକ୍ରମରେ ସ୍ଥାନୀୟ ବାସିନ୍ଦାଙ୍କ ସହ ବିକାଶମୂଳକ କାର୍ଯ୍ୟ ଓ ମୌଳିକ ସୁବିଧା ନେଇ ଆଲୋଚନା ହୋଇଛି।