ମୋଟୁ: ଏମପିଭି ୮୨ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଗୋଦାବରୀଶ ଦାସ କୈବଲ୍ଯ ସାହିତ୍ୟ ସଂସଦ ଦ୍ବାରା ସମ୍ମାନିତ
କଟକ ଦୋଳ ମୁଣ୍ଡେଇ ଛକ ଜଗନ୍ନାଥ ମନ୍ଦିରଠାରେ ପବିତ୍ର ବାହୁଡା ଯାତ୍ରା ଅବସରରେ କୈବଲ୍ଯ ସାହିତ୍ୟ ସଂସଦ ଦ୍ବାରା ଆୟୋଜିତ ସଭାରେ ଏମପିଭି ୮୨ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଗୋଦାବରୀଶ ଦାସ ଙ୍କୁ ସକାଳ ଜଣାଣ ରଚନା ପାଇଁ ଆଧ୍ୟାତ୍ମିକ ବ୍ରହ୍ମ ସମ୍ମାନ ପ୍ରଦାନ କରାଯାଇଛି।ସଂସଦର ପ୍ରତିଷ୍ଠାତା ବରିଷ୍ଠ ଅର୍ଥ ଅଧିକାରୀ ଡଃ ସଂଗ୍ରାମ କେଶରୀ ସାମନ୍ତରାୟଙ୍କୁ କୃତଜ୍ଞତା ଜ୍ଞାପନ କରୁଅଛି।