ମହିଳା କଲେଜ ନିର୍ବାଚନ ବାତିଲକୁ ନେଇ ତେଜିଲା ବିବାଦ!
ମହିଳା କଲେଜରେ ପ୍ରାର୍ଥୀ ଘୋଷଣା ପରେ ନିର୍ବାଚନ ବାତିଲ ହେବାକୁ ନେଇ ଉଠିଛି ପ୍ରଶ୍ନ। ବିନା ସ୍ପଷ୍ଟ ସାର୍ବଜନୀନ ସୂଚନାରେ ନିର୍ବାଚନ ବାତିଲ ନିଷ୍ପତ୍ତି ନିଆଯାଇଥିବା ନେଇ ସଂଗଠନ ପକ୍ଷରୁ ଅଭିଯୋଗ କରାଯାଇଛି।
ଛାତ୍ରଛାତ୍ରୀଙ୍କ ଗଣତାନ୍ତ୍ରିକ ଅଧିକାର ଓ ନିର୍ବାଚନର ସ୍ୱଚ୍ଛତାକୁ ନେଇ ସଂଗଠନ ପ୍ରଶ୍ନ ଉଠାଇଛି। ନିର୍ବାଚନ ନହେଲେ ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ଇସ୍ତଫା ଦାବି ସହ ଆଗାମୀ ଦିନରେ ଆନ୍ଦୋଳନ ଓ ସଚିବାଳୟ ଘେରାଉ କରାଯିବ ବୋଲି ସଂଗଠନ ପକ୍ଷରୁ ଚେତାବନୀ ଦିଆଯାଇଛି।
#StqMedia #News #Bhadrak #Odisha #StudentElections Election Commission of India CMO Odisha Odisha Police Organisation District Administration,Bhadrak Suryabanshi Suraj