SMS News Bureau Barsuan
Report: Sudhir Jena
ବାରସୁଆଁ ଗାଡ଼ି ମାଲିକଙ୍କୁ ମିଳୁନି D.O.
ଟ୍ରାନ୍ସପୋର୍ଟ ଓ ଖଣି କର୍ତ୍ତୃପକ୍ଷଙ୍କ ମନମୁଖୀ କାର୍ଯ୍ୟ ନେଇ ଅଭିଯୋଗ
ବରୁଆ ଟ୍ରାନ୍ସପୋର୍ଟ ପକ୍ଷରୁ ସ୍ଥାନୀୟ ଗାଡି ମାଲିକ ଙ୍କୁ ଅଣଦେଖା ଅଭିଯୋଗ।
ବରସୁଆଁ ଗାଡ଼ି ମାଲିକ ସଂଘ ର ସମ୍ପାଦକ ରମେଶ ଚନ୍ଦ୍ର ସ୍ୱାଇଁ ଗାଡି ମାଲିକ ଙ୍କ ଦୁଃଖ କୁ ସାମ୍ବାଦିକ ସମ୍ମିଳନୀ ରେ ସୂଚନା ପ୍ରଦାନ କରିଥିଲେ।ଉକ୍ତ ସାମ୍ବାଦିକ ସମ୍ମିଳନୀରେ ସୁଶାନ୍ତ ବିଶ୍ୱାଳ, ରମେଶ ନାଏକ, ପହଲି ପ୍ରଧାନ, ସୁମିତ ପାଲ, ସୁନୀଲ ସେଠୀ, ରାଜେଶ, ସମୀରଞ୍ଜନ ରାୟଙ୍କ ସମେତ ବହୁ ଗାଡ଼ି ମାଲିକ ଉପସ୍ଥିତ ଥିଲେ।