Public App Logo
Jansamasya
Crimenews
Education
China
Bareilly
���्रशासन
Agra
Politics
Abvp
���ायल
Fatehpur
Jodhpur
Amitshah
Uppolice
Live
Pratapgarh
Westbengal
Farrukhabad
Mirzapur
Raebareli
Rain
Tikamgarh
Prayagraj
Modiji
���ोगी_आदित्यनाथ
Indianrailways
Letestnews
���ाइक
���ायरल
Arvindkejriwal

ବଡସାହି: ତୁଳସୀଚଉରା ଗ୍ରାମରେ ଜନୈକ ବ୍ୟକ୍ତିଙ୍କ ନିଖୋଜପରେ କୌଣସି ଖୋଜଖବର ନମିଳିବାରୁ ସ୍ତ୍ରୀଙ୍କ ଏତଲାକ୍ରମେ ମ୍ୟାନମିସିଂ ମାମଲା ରୁଜୁକଲା ପୁଲିସ

Barsahi, Mayurbhanj | Dec 1, 2025
ବେତନଟୀ ଉପକଣ୍ଠ ତୁଳସୀଚଉରା ଗ୍ରାମରେ ଜନୈକ ବ୍ୟକ୍ତି ନିଖୋଜ ହେବା ଘଟଣାରେ ପରିବାରଲୋକଙ୍କ ଲିଖିତ ଏତଲାମୂଳେ ସୋମବାର ରାତି ସାଢେ ଏଗାରଟାରେ ମ୍ୟାନ ମିସିଂ ମାମଲା ରୁଜୁକରି ତଦନ୍ତ ଆରମ୍ଭକଲା ବେତନଟୀ ପୁଲିସ l ଏତଲାକାରିଣୀ ତୁଳସୀ ଚଉରା ଗ୍ରାମର ରାଙ୍ଗା ସିଂଙ୍କ ଅଭିଯୋଗ ମୁତାବକ ତାଙ୍କର ସ୍ୱାମୀ ହରି ସିଂଙ୍କ ଘର ବାରିପଦା ସଦର ଥାନା ଅଧୀନ ସାମାଖୁଣ୍ଟା ବ୍ଲକ ଜଗନ୍ନାଥପୁର ଗ୍ରାମରେ l

MORE NEWS