Public App Logo
Jansamasya
News
पुलिस
Bjp
National
Police
Bihar
India
जनसमस्या
चुनाव
बीजेपी
भाजपा
Congress
Modi
Delhi
Viral
Iyc
Bollywood
दिल्ली
Patna
Breakingnews
महिला
Narendramodi
Nitishkumar
Madhya_pradesh
Mp
Madhyapradesh
Ahmedabad
Pmmodi
Rahulgandhi

ରାଉରକେଲା ମ୍ୟୁନିସିପାଲଟି: ମଧୁସୂଦନପାଲ୍ଲୀ ଓ ଟିମ୍ବର୍ କଲୋନୀ ଗସ୍ତ କରି ଲୋକକଂ ବିଭିନ୍ନ ସମସ୍ଯା ବୁଝିଲେ ରାଉରକେଲା କମିଶନର

Raurkela M, Sundargarh | Nov 27, 2025
ୱାର୍ଡ ସ୍ତରରେ ଲୋକଙ୍କ ବିଭିନ୍ନ ମୌଳିକ ସମସ୍ୟାର ସମାଧାନ ପାଇଁ ଆରଏମସି କମିଶନର ସୁଶ୍ରୀ ଦୀନା ଦସ୍ତଗୀରଙ୍କ ତତ୍ତ୍ଵାବଧାନରେ ଏକ ସ୍ୱତନ୍ତ୍ର ଅଭିଯାନ ଆରମ୍ଭ ହୋଇ ଯାଇଛି। ଏହି କ୍ରମରେ ସେ ଗୁରୁବାର ଅପରାହ୍ନରେ ୱାର୍ଡ ନମ୍ବର ୨୩ ଓ ୨୪ (ମଧୁସୂଦନପାଲ୍ଲୀ ଓ ଟିମ୍ବର୍ କଲୋନୀ) ଗସ୍ତ କରି ଲୋକମାନଙ୍କର ମୌଳିକ ସମସ୍ୟା ବୁଝିଛନ୍ତି ।

MORE NEWS

ସରପଞ୍ଚ ଚାମେଲୀ ଓଝା ଙ୍କ ହାତରୁ ମୋବାଇଲ ଛାଡଉଥିବା ଏହି ବ୍ୟକ୍ତି ବିଶେଷ କିଏ. BDO ଙ୍କ ଗୁଣ୍ଡା ନାଁ ବିଜେପି ର ଗୁଣ୍ଡା ଏମାନଙ୍କ ର ପରିଚୟ କଣ.ଆଉ କାହିଁକି ଏମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇନାହିଁ ..?
#fypシ゚ #highlightsシ゚ #viralpost #mahakalapada #odishacitynews #highlightseveryone

ସରପଞ୍ଚ ଚାମେଲୀ ଓଝା ଙ୍କ ହାତରୁ ମୋବାଇଲ ଛାଡଉଥିବା ଏହି ବ୍ୟକ୍ତି ବିଶେଷ କିଏ. BDO ଙ୍କ ଗୁଣ୍ଡା ନାଁ ବିଜେପି ର ଗୁଣ୍ଡା ଏମାନଙ୍କ ର ପରିଚୟ କଣ.ଆଉ କାହିଁକି ଏମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇନାହିଁ ..? #fypシ゚ #highlightsシ゚ #viralpost #mahakalapada #odishacitynews #highlightseveryone

Raurkela M, Sundargarh | Jun 12, 2026

ମହାକାଳପଡା ବ୍ଲକ ତିଖିରି ପଂଚାୟତ ସରପଞ୍ଚ ସୁଶ୍ରୀ ଚାମେଲି  ଓଝା ଙ୍କ  ପ୍ରତି ହୋଇଥିବା ଅନ୍ୟାୟ  ଓ  ମରଣାନ୍ତକ ଆକ୍ରମଣକୁ କେନ୍ଦ୍ରାପଡ଼ା  ବିଧାୟକ ଶ୍ରୀ ଗଣେଶ୍ୱର ବେହେରା ନିନ୍ଦା କରିବା ସହ....... ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ରେ ପହଞ୍ଚି ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ପଚାରି ବୁଝୁଛନ୍ତି

ମହାକାଳପଡା ବ୍ଲକ ତିଖିରି ପଂଚାୟତ ସରପଞ୍ଚ ସୁଶ୍ରୀ ଚାମେଲି ଓଝା ଙ୍କ ପ୍ରତି ହୋଇଥିବା ଅନ୍ୟାୟ ଓ ମରଣାନ୍ତକ ଆକ୍ରମଣକୁ କେନ୍ଦ୍ରାପଡ଼ା ବିଧାୟକ ଶ୍ରୀ ଗଣେଶ୍ୱର ବେହେରା ନିନ୍ଦା କରିବା ସହ....... ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ରେ ପହଞ୍ଚି ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ପଚାରି ବୁଝୁଛନ୍ତି

Raurkela M, Sundargarh | Jun 12, 2026

କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ବ୍ଲକ ତିଖିରି ପଞ୍ଚାୟତର ଭାଇରଲ ସରପଞ୍ଚ ଚମେଲୀ ଓଝା  ମହାକାଳପଡ଼ା ପୋଲିସ ଦ୍ୱାରା ଅଟକ  l  ଆଜି ଅପରାହ୍ନ ରେ  ନିଜ ଭାଇଙ୍କ ସହିତ ଚମେଲୀ ମହାକାଳପଡ଼ା ବ୍ଲକକୁ ନିଜ ପଞ୍ଚାୟତର କିଛି ସମସ୍ୟା ନେଇ ବ୍ଲକ ଆସିଥିବା ବେଳେ ବିଡ଼ିଓଙ୍କ ସହିତ ଯୁକ୍ତିତର୍କ ସହ ଦୁର୍ବ୍ୟବହାର କରିବା ସହ ନିଜ ମୋବାଇଲରେ ତାଙ୍କ ଭାଇ  ସେହି ସମୟର ଭିଡିଓ କରିଥିଲେ l ଯାହାକୁ ବିଡ଼ିଓ ବାରଣ କରିବା  ସହ ପୋଲିସ କୁ ଲିଖିତ ଅଭିଯୋଗ କରିଥିଲେ  l ଅଭିଯୋଗ ଆଧାରରେ ପୋଲିସ ପହଞ୍ଚି  ସରପଞ୍ଚ ଚାମେଲୀ  ଓଝା ଓ ତାଙ୍କ ଭାଇ ସୂର୍ଯ୍ୟକାନ୍ତ ଓଝାଙ୍କୁ ଥାନାକୁ ଆଣିବା ସମୟରେ ପୋଲିସକୁ ବିରୋଧ କରିବା ସହ ସେହି ସମୟରେ ଲାଇଭ ଭିଡିଓ କରି ଥିଲେ ଚମେଲୀ  l ପରେ ପୋଲିସ ଥାନାକୁ ଆଣିବା ପରେ ଚମେଲୀଙ୍କ ସ୍ୱାସ୍ଥ୍ୟ ବିଗିଡି ଯାଇଥିଲା  l ମହାକାଳପଡ଼ା ସ୍ୱାସ୍ଥ୍ୟ କେନ୍ଦ୍ରରେ ତାଙ୍କର ଚିକିତ୍ସା କରିବା ସହ ଜିଲ୍ଲା ମୁଖ୍ୟ ଚିକତ୍ସାଲୟକୁ ପଠାଇଛି ପୋଲିସ  l ଚମେଲୀଙ୍କ ବାପା ଅଭିଯୋଗ କରିଛନ୍ତି ଯେ ପୋଲିସ ମାଡ଼ରେ ଗୁରୁତର ହେଇଯାଇଛି ମୋ ଝିଅ  l ଏ ନେଇ ପୋଲିସର କୌଣସି ପ୍ରତିକ୍ରିୟା ମିଳିପାରିନଥିବା ବେଳେ ବିଡ଼ିଓଙ୍କ ଅଭିଯୋଗରେ ତଦନ୍ତ ଜାରି ରହିଥିବା କହିଛି ମହାକାଳପଡ଼ା ପୋଲିସ  l
#odisha #OdishacityNews #OdishaPolitics

କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ବ୍ଲକ ତିଖିରି ପଞ୍ଚାୟତର ଭାଇରଲ ସରପଞ୍ଚ ଚମେଲୀ ଓଝା ମହାକାଳପଡ଼ା ପୋଲିସ ଦ୍ୱାରା ଅଟକ l ଆଜି ଅପରାହ୍ନ ରେ ନିଜ ଭାଇଙ୍କ ସହିତ ଚମେଲୀ ମହାକାଳପଡ଼ା ବ୍ଲକକୁ ନିଜ ପଞ୍ଚାୟତର କିଛି ସମସ୍ୟା ନେଇ ବ୍ଲକ ଆସିଥିବା ବେଳେ ବିଡ଼ିଓଙ୍କ ସହିତ ଯୁକ୍ତିତର୍କ ସହ ଦୁର୍ବ୍ୟବହାର କରିବା ସହ ନିଜ ମୋବାଇଲରେ ତାଙ୍କ ଭାଇ ସେହି ସମୟର ଭିଡିଓ କରିଥିଲେ l ଯାହାକୁ ବିଡ଼ିଓ ବାରଣ କରିବା ସହ ପୋଲିସ କୁ ଲିଖିତ ଅଭିଯୋଗ କରିଥିଲେ l ଅଭିଯୋଗ ଆଧାରରେ ପୋଲିସ ପହଞ୍ଚି ସରପଞ୍ଚ ଚାମେଲୀ ଓଝା ଓ ତାଙ୍କ ଭାଇ ସୂର୍ଯ୍ୟକାନ୍ତ ଓଝାଙ୍କୁ ଥାନାକୁ ଆଣିବା ସମୟରେ ପୋଲିସକୁ ବିରୋଧ କରିବା ସହ ସେହି ସମୟରେ ଲାଇଭ ଭିଡିଓ କରି ଥିଲେ ଚମେଲୀ l ପରେ ପୋଲିସ ଥାନାକୁ ଆଣିବା ପରେ ଚମେଲୀଙ୍କ ସ୍ୱାସ୍ଥ୍ୟ ବିଗିଡି ଯାଇଥିଲା l ମହାକାଳପଡ଼ା ସ୍ୱାସ୍ଥ୍ୟ କେନ୍ଦ୍ରରେ ତାଙ୍କର ଚିକିତ୍ସା କରିବା ସହ ଜିଲ୍ଲା ମୁଖ୍ୟ ଚିକତ୍ସାଲୟକୁ ପଠାଇଛି ପୋଲିସ l ଚମେଲୀଙ୍କ ବାପା ଅଭିଯୋଗ କରିଛନ୍ତି ଯେ ପୋଲିସ ମାଡ଼ରେ ଗୁରୁତର ହେଇଯାଇଛି ମୋ ଝିଅ l ଏ ନେଇ ପୋଲିସର କୌଣସି ପ୍ରତିକ୍ରିୟା ମିଳିପାରିନଥିବା ବେଳେ ବିଡ଼ିଓଙ୍କ ଅଭିଯୋଗରେ ତଦନ୍ତ ଜାରି ରହିଥିବା କହିଛି ମହାକାଳପଡ଼ା ପୋଲିସ l #odisha #OdishacityNews #OdishaPolitics

Raurkela M, Sundargarh | Jun 11, 2026

ବରପାଲି ଶୀତଳ ଷଷ୍ଠୀ ଯାତ୍ରା 2026 ପାଇଁ ବରପାଲି ଶୀତଳ ଷଷ୍ଠୀ ପାର୍ବତୀ ବିବାହ ମହୋତ୍ସବ,  ହେମାଦ୍ରି   ନଗର ନୂଆପଡ଼ା ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ l
ଆଜି ତା 11.6.2026 ସନ୍ଧ୍ୟା 6 ଘଣ୍ଟା ସମୟରେ ସ୍ଥାନୀୟ  ନୂଆପଡ଼ା ପାର୍ବତୀ ମଣ୍ଡପଠାରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା ଏହି ସାମ୍ବାଦିକ ସମ୍ମିଳନୀରେ   ପାର୍ବତୀ ବିବାହ ମହୋତ୍ସବ ଯାତ୍ରା କମିଟିର ସଭାପତି ଶ୍ରୀଯୁକ୍ତ ସୁବୋଧକୁମାରଷଡଙ୍ଗୀ, ସମ୍ପାଦକ ଧୀରେନ୍ଦ୍ରକୁମାରତ୍ରିପାଠୀ, ଓ କନ୍ୟା ପିତା ଶ୍ରୀ ଶିବୁ ଅଗ୍ରୱାଲ ଯୋଗଦାନ ପ୍ରମୁଖ  ଯାତ୍ରାର ଆରମ୍ଭ, ଆୟ ବ୍ୟୟ, ମନୋରଞ୍ଜନ କାର୍ଯ୍ୟକ୍ରମ,    ବିଭିନ୍ନ ଅତିଥି ଙ୍କ ଆଗମନ ପାଇଁ ଓ ଯାତ୍ରାକୁ ଆହୁରି ସୁନ୍ଦର, ଅକର୍ଷଣୀୟ କରାଯିବ ସମ୍ପର୍କରେ ସୂଚନା ଦେଇଥିଲେ ଏବଂ ପ୍ରତି ଦିନ ପ୍ରସାଦ ବଣ୍ଟନ ଓ ପାଣି ବ୍ୟବସ୍ଥା କରି ଯାତ୍ରାକୁ ଆହୁରି ସୁନ୍ଦର ଭାବେ ପରିବେଷଣ କରା ଯିବାକୁ ପ୍ରକାଶ କରିଥିଲେ l ଏହି ପ୍ରେସ ମିଟରେ ବରପାଲି ର ସମସ୍ତ ୱେବ୍ ମିଡିଆ, ପ୍ରିଣ୍ଟ ମିଡିଆ ର ପ୍ରତିନିଧି  ମାନେ ଉପସ୍ଥିତ ଥିଲେ

ବରପାଲି ଶୀତଳ ଷଷ୍ଠୀ ଯାତ୍ରା 2026 ପାଇଁ ବରପାଲି ଶୀତଳ ଷଷ୍ଠୀ ପାର୍ବତୀ ବିବାହ ମହୋତ୍ସବ, ହେମାଦ୍ରି ନଗର ନୂଆପଡ଼ା ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ l ଆଜି ତା 11.6.2026 ସନ୍ଧ୍ୟା 6 ଘଣ୍ଟା ସମୟରେ ସ୍ଥାନୀୟ ନୂଆପଡ଼ା ପାର୍ବତୀ ମଣ୍ଡପଠାରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା ଏହି ସାମ୍ବାଦିକ ସମ୍ମିଳନୀରେ ପାର୍ବତୀ ବିବାହ ମହୋତ୍ସବ ଯାତ୍ରା କମିଟିର ସଭାପତି ଶ୍ରୀଯୁକ୍ତ ସୁବୋଧକୁମାରଷଡଙ୍ଗୀ, ସମ୍ପାଦକ ଧୀରେନ୍ଦ୍ରକୁମାରତ୍ରିପାଠୀ, ଓ କନ୍ୟା ପିତା ଶ୍ରୀ ଶିବୁ ଅଗ୍ରୱାଲ ଯୋଗଦାନ ପ୍ରମୁଖ ଯାତ୍ରାର ଆରମ୍ଭ, ଆୟ ବ୍ୟୟ, ମନୋରଞ୍ଜନ କାର୍ଯ୍ୟକ୍ରମ, ବିଭିନ୍ନ ଅତିଥି ଙ୍କ ଆଗମନ ପାଇଁ ଓ ଯାତ୍ରାକୁ ଆହୁରି ସୁନ୍ଦର, ଅକର୍ଷଣୀୟ କରାଯିବ ସମ୍ପର୍କରେ ସୂଚନା ଦେଇଥିଲେ ଏବଂ ପ୍ରତି ଦିନ ପ୍ରସାଦ ବଣ୍ଟନ ଓ ପାଣି ବ୍ୟବସ୍ଥା କରି ଯାତ୍ରାକୁ ଆହୁରି ସୁନ୍ଦର ଭାବେ ପରିବେଷଣ କରା ଯିବାକୁ ପ୍ରକାଶ କରିଥିଲେ l ଏହି ପ୍ରେସ ମିଟରେ ବରପାଲି ର ସମସ୍ତ ୱେବ୍ ମିଡିଆ, ପ୍ରିଣ୍ଟ ମିଡିଆ ର ପ୍ରତିନିଧି ମାନେ ଉପସ୍ଥିତ ଥିଲେ

Raurkela M, Sundargarh | Jun 11, 2026

ଅଗ୍ନି ର୍ଦୁ ଘଟଣା ସର୍ବଶ୍ଵ ଜାଳି ପୋଡି ପାଉଁଷ ହୋଇଯାଇଛି। ସାଶନ ଗ୍ରାମରେ ଅଗ୍ନିକାଣ୍ଡରେ ୮ଲକ୍ଷ ସମ୍ପତ୍ତି ନଷ୍ଟ

ଅଗ୍ନି ର୍ଦୁ ଘଟଣା ସର୍ବଶ୍ଵ ଜାଳି ପୋଡି ପାଉଁଷ ହୋଇଯାଇଛି। ସାଶନ ଗ୍ରାମରେ ଅଗ୍ନିକାଣ୍ଡରେ ୮ଲକ୍ଷ ସମ୍ପତ୍ତି ନଷ୍ଟ

Raurkela M, Sundargarh | Jun 11, 2026