ବୌଦ୍ଧ ସଦର: ଗୁଦୁଗୁଦା ବଜାରରେ ଅସହାୟ ଯାଯାବର ମାନଙ୍କୁ ଶୀତବସ୍ତ୍ର ପ୍ରଦାନ କଲେ ସ୍ବେଚ୍ଛାସେବୀ
ବୌଦ୍ଧ ବ୍ଳକ୍ ମନୂପାଳି ପଞ୍ଚାଯତ ଅନ୍ତର୍ଗତ ଗୁଦୁଗୁଦା ବଜାରରେ ଶହେ ଜଣ ଅସହାୟ ମାନଙ୍କୁ ଶୀତବସ୍ତ୍ର ପ୍ରଦାନ କଲେ ସ୍ବେଚ୍ଛାସେବୀ ଲଚମନ୍ ଦାସ ମହାରାଜ l ପୂର୍ବରୁ ବିଭିନ୍ନ ଗ୍ରାମକୁ ଯାଇ ଅସହାୟ ମାନଙ୍କୁ ଶୀତବସ୍ତ୍ର ପ୍ରଦାନ କରି ଚର୍ଚ୍ଚାରେ ଥିବା ଦେଖିବାକୁ ମିଳିଛି