Public App Logo
Jansamasya
News
पुलिस
बॉलीवुड
Bjp
National
Police
Bihar
India
कांग्रेस
Congress
Modi
Delhi
Viral
Rajasthan
Bollywood
दिल्ली
Patna
Breakingnews
Narendramodi
Madhya_pradesh
अनिल
Cm
Pmmodi
Rahulgandhi
कानपुर
Pm
Uttarpradesh
Haryana
Lucknow

ଆନନ୍ଦପୁର: ଖଲଣା ଗୁଳିକାଣ୍ଡ ଘଟଣାର ରାୟ ଶୁଣାଇଛନ୍ତି ଆନନ୍ଦପୁର ଅତିରିକ୍ତ ଜିଲ୍ଲା ଏବଂ ଦୈରାଜଜ

Anandapur, Kendujhar | Dec 23, 2025
ବହୁ ଚର୍ଚ୍ଚିତ ଖଲଣା ଗୁଳିକାଣ୍ଡ ଘଟଣାର ରାୟ ଶୁଣାଇଛନ୍ତି ଆନନ୍ଦପୁର ଅତିରିକ୍ତ ଜିଲ୍ଲା ଏବଂ ଦୈରାଜଜ। ଆଜି ଦିନ ୩ଟା ବେଳେ ଅଭିଯୁକ୍ତ ଅକ୍ଷୟ ଘୋଷକୁ ଆଜୀବନ କାରାଦଣ୍ଡ ସହ ଜୋରିମାନା ୨ ଲକ୍ଷ ଟଙ୍କା ଅନାଦେୟ ଜୋରିମାନା ୨ ବର୍ଷ ସଶ୍ରମ କାରାଦଣ୍ଡ ରାୟ ଶୁଣାଇଛନ୍ତି ବୋଲି ପବ୍ଲିକ ପ୍ରଶିକ୍ୟୁଟର ସୂଚନା ଦେଇଛନ୍ତି । ୨୦୨୨ ମସିହା ଜୁଲାଇ ୧୪ ତାରିଖରେ ରାମଚନ୍ଦ୍ରପୁର ଥାନା ଖଲଣା ଗାଁର ସୁନନ୍ଦ ସେଠୀ ବଜାରରୁ ନିଜ ଘରକୁ ଫେରୁଥିବା ବେଳେ ଅକ୍ଷୟ ଘୋଷ ଏବଂ ତାର କିଛି ସହଯୋଗୀ ସୁନନ୍ଦ ଙ୍କୁ ଗୁଳିକରି ଅତି ନିର୍ମମ ଭାବେ ହତ୍ୟା କରିଥିଲେ।

MORE NEWS

ଆନନ୍ଦପୁର: ଖଲଣା ଗୁଳିକାଣ୍ଡ ଘଟଣାର ରାୟ ଶୁଣାଇଛନ୍ତି ଆନନ୍ଦପୁର ଅତିରିକ୍ତ ଜିଲ୍ଲା ଏବଂ ଦୈରାଜଜ - Anandapur News