Public App Logo
Jansamasya
News
पुलिस
Maharashtra
Bjp
National
Police
Bihar
कांग्रेस
Congress
Modi
Delhi
Viral
Up
अमित_शाह
Bollywood
Breakingnews
Narendramodi
Madhya_pradesh
Pmmodi
Rahulgandhi
यूपी
Uttarpradesh
Haryana
Cricket
Lucknow
Uttarakhand
Sambalpur
Crimenews
Karnataka

ବୌଦ୍ଧ ସଦର: ଆଡେଣିଗଡ ପଂଚାୟତ ର ବିଭିନ୍ନ ଗ୍ରାମରେ ଅସହାୟ ବୟୋଜ୍ୟେଷ୍ଠ ମାନଙ୍କୁ ଶୀତବସ୍ତ୍ର କମଳ ବଣ୍ଟନ

ହରଭଙ୍ଗା ବ୍ଲକ ଆଡେଣିଗଡ ଗ୍ରା.ପ. ଅନ୍ତର୍ଗତ ବଦଳା,ବାରିଙ୍ଗି,ମାଧପୁର,ଗୋଛାସାହି,କଣ୍ଡରା,କାଚପାଜୁ,ଶାବେରୀ, କୁଚୁଡ଼ା ଆଦି ଗ୍ରାମରେ ପୁରୁଣାକଟକ ତଥା ରାୟପୁରର ପ୍ରତିଷ୍ଠିତ ବ୍ୟବସାୟୀ ତଥା ସମାଜସେବୀ ଶ୍ରୀଯୁକ୍ତ ମାତେଦିନଲାଲ ଅଗ୍ରୱାଲଙ୍କ ଦ୍ବାରା 62 ଜଣ ଗରିବ ବୟୋଜ୍ୟେଷ୍ଠ ଅସହାୟ ବୃଦ୍ଧବୃଦ୍ଧାମାନଙ୍କୁ ଶୀତବସ୍ତ୍ର କମଳ ବଣ୍ଟନ କରାଯାଇଥିଲା
ବୌଦ୍ଧ ସଦର: ଆଡେଣିଗଡ ପଂଚାୟତ ର ବିଭିନ୍ନ ଗ୍ରାମରେ ଅସହାୟ ବୟୋଜ୍ୟେଷ୍ଠ ମାନଙ୍କୁ ଶୀତବସ୍ତ୍ର କମଳ ବଣ୍ଟନ - Baudh Sadar News