Public App Logo
Jansamasya
News
पुलिस
Bjp
National
Police
Bihar
India
कांग्रेस
Gujarat
भाजपा
Congress
Modi
Delhi
Viral
मारपीट
Jharkhand
Up
Bollywood
Breakingnews
Narendramodi
Madhya_pradesh
उत्तरप्रदेश
Pmmodi
Rahulgandhi
यूपी
कानपुर
Uttarpradesh
Haryana
मंत्री

ଲୋଇସିଂହା: ମାଗୁରବେଡା ଗ୍ରାମରେ ଲାଗିଲା ହାଇମାସ୍କ୍ ଲାଇଟ୍ ସ୍ବାସ୍ଥ୍ୟମନ୍ତ୍ରୀ ଡା. ମୁକେଶ ମହାଲିଙ୍ଗଙ୍କୁ ଗ୍ରାମବାସୀଙ୍କ ଧନ୍ୟବାଦ

Loisinga, Balangir | Nov 5, 2025
ବଲାଙ୍ଗୀର ଜିଲ୍ଲାର ଲୋଇସିଂହା ନିର୍ବାଚନ ମଣ୍ଡଳୀ ଅଧୀନ ମାଗୁରବେଡା ଗ୍ରାମରେ ଅବଶେଷରେ ଲାଗିଛି ହାଇମାସ୍କ୍ ଲାଇଟ୍। ରାତିରେ ଆଲୋକର ଅଭାବ ଦୂର ହେବା ସହିତ ଗ୍ରାମ ଏବେ ଜଗମଗାଉଛି। ଏହି ପ୍ରୟାସ ପାଇଁ ଗ୍ରାମବାସୀ ମାନେ ଲୋଇସିଂହା ବିଧାୟକ ତଥା ସ୍ବାସ୍ଥ୍ୟମନ୍ତ୍ରୀ ଡା. ମୁକେଶ ମହାଲିଙ୍ଗଙ୍କୁ ଅଭିନନ୍ଦନ ଓ ଧନ୍ୟବାଦ ଜଣାଇଛନ୍ତି। ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ, ଏହା ଗ୍ରାମର ଆଗକୁ ବିକାଶ ମାର୍ଗରେ ଆଉ ଗୋଟିଏ ପଦକ୍ଷେପ। ନେବ ବୋଲି ସ୍ଥାନୀୟ ରୁ ଆଜି ଅପରାହ୍ନ ୪ଟା ସମୟ ରେ ସୂଚନା ଦିଆ ଯାଇଛି