Install App
Login
HOME
Delhi
Haryana
Uttar Pradesh
Bihar
Chhattisgarh
Madhya Pradesh
Rajasthan
Jharkhand
Himachal Pradesh
Uttarakhand
Punjab
Andhra Pradesh
Telangana
Tamil Nadu
Karnataka
Maharashtra
Assam
West Bengal
Tripura
Gujarat
Odisha
Kerala
Jansamasya
News
Maharashtra
Bjp
National
Bihar
कांग्रेस
हत्या
भारत
बीजेपी
Uttar_pradesh
Congress
Modi
Delhi
Viral
Bollywood
Breakingnews
Narendramodi
Madhya_pradesh
उत्तरप्रदेश
Madhyapradesh
Pmmodi
Rahulgandhi
Uttarpradesh
Haryana
Cricket
Uttarakhand
Sambalpur
सम्मान
Crimenews
surajtv
#ଭକ୍ତିମୟ_ପରିବେଶରେ_କୁମାରୀମାନଙ୍କୁ_ପୂଜନ_କଲା_କମିଟି ଶକ୍ତିପୀଠ ଓ ମଣ୍ଡପମାନଙ୍କରେ ମାଆ ଦୁର୍ଗାଙ୍କ ଆରାଧନା ସାଙ୍ଗକୁ ପରମ୍ପରା ଅନୁଯାୟୀ ବସ୍ତା ଥାନା ଅନ୍ତର୍ଗତ ଦରଡ଼ା ଦୁର୍ଗା ମଣ୍ଡପରେ କୁଆଁରୀ ପୂଜା ଅତ୍ୟନ୍ତ ନିଷ୍ଠା ଓ ଭକ୍ତିଭାବ ସହକରେ ସମ୍ପନ୍ନ Surajtv Surajtv Odia #darada #pujamandap #basta #baleswar
Baleshwar Sadar, Balasore
| Oct 20, 2026
#ଭକ୍ତିମୟ_ପରିବେଶରେ_କୁମାରୀମାନଙ୍କୁ_ପୂଜନ_କଲା_କମିଟି
#darada
#pujamandap
#basta
#baleswar
MORE NEWS
Baleshwar Sadar, Balasore | Oct 20, 2026
Baleshwar Sadar, Balasore | Oct 20, 2026
ଦରଡ଼ା ଦୁର୍ଗା ମଣ୍ଡପରେ ପବିତ୍ର କୁଆଁରୀ ପୂଜା ଅନୁଷ୍ଠିତ: ଭକ୍ତିମୟ ପରିବେଶରେ କୁମାରୀମାନଙ୍କୁ ପୂଜନ କଲା କମିଟି ଶକ୍ତିପୀଠ ଓ ମଣ୍ଡପମାନଙ୍କରେ ମାଆ ଦୁର୍ଗାଙ୍କ ଆରାଧନା ସାଙ୍ଗକୁ ପରମ୍ପରା ଅନୁଯାୟୀ ବସ୍ତା ଥାନା ଅନ୍ତର୍ଗତ ଦରଡ଼ା ଦୁର୍ଗା ମଣ୍ଡପରେ କୁଆଁରୀ ପୂଜା ଅତ୍ୟନ୍ତ ନିଷ୍ଠା ଓ ଭକ୍ତିଭାବ ସହକରେ ସମ୍ପନ୍ନ ହୋଇଯାଇଛି।ଦଶହରା ତଥା ପୂଜା ଉତ୍ସବର ଏହି ପବିତ୍ର ଅବସରରେ ଦରଡ଼ା ଦୁର୍ଗା ପୂଜା କମିଟି ପକ୍ଷରୁ ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ମଣ୍ଡପ ପ୍ରାଙ୍ଗଣରେ ବାଳିକାମାନଙ୍କୁ ମାଆ ଦୁର୍ଗାଙ୍କ ଜୀବନ୍ତ ସ୍ୱରୂପ ଭାବେ ପୂଜା କରାଯାଇଥିଲା। କମିଟିର କର୍ମକର୍ତ୍ତା ଓ ପୁଜକମାନେ ବିଧିବଦ୍ଧ ଭାବେ ପୂଜାର୍ଚ୍ଚନା କରି କୁଆଁରୀମାନଙ୍କ ପାଦ ଧୋଇ, ଫୁଲ, ଚନ୍ଦନ ଓ ଉପହାର ପ୍ରଦାନ କରି ଆଶୀର୍ଷାଦ ଗ୍ରହଣ କରିଥିଲେ।ଏହି ମହିମାମୟ ପୂଜା ଦେଖିବା ପାଇଁ ସ୍ଥାନୀୟ ଅଞ୍ଚଳର ବହୁ ଶ୍ରଦ୍ଧାଳୁ ଓ ଭକ୍ତମାନେ ମଣ୍ଡପରେ ଏକାଠି ହୋଇଥିଲେ। ସମଗ୍ର ପରିବେଶଟି ଏକାନ୍ତ ଭକ୍ତିମୟ ଓ ଆଧ୍ୟାତ୍ମିକ ହୋଇଉଠିଥିଲା। ପୂଜା କମିଟିର ଏଭଳି ସୁନ୍ଦର ପ୍ରୟାସକୁ ସ୍ଥାନୀୟ ଅଞ୍ଚଳରେ ବେଶ୍ ପ୍ରଶଂସା କରାଯାଇଛି। Surajtv Surajtv Odia #kuaaripujan #darada #basta #balasore
Baleshwar Sadar, Balasore | Oct 20, 2026
Baleshwar Sadar, Balasore | Oct 20, 2026
Baleshwar Sadar, Balasore | Oct 20, 2026
Baleshwar Sadar, Balasore | Oct 20, 2026
କାଳିକ ଗ୍ରାମରେ ରହିଥିବା ଏକ ସରକାରୀ ଜାଗାକୁ ଉଭୟ ନିର୍ଦିଷ୍ଟ ଦୁଇ ସମରଦାୟ ଲୋକେ ନିଜର ଦାବି କରି ଆସୁଥିବା ବେଳେ ଆଜି ରାଜସ୍ବ ବିଭାଗ ଓ ପୋଲିସ ପ୍ରଶାସନ ପକ୍ଷରୁ ଉକ୍ତ ସ୍ଥାନକୁ ନାଲି ପତକା ଲଗାଇ 144 ଧାରା ଲାଗୁ କରାଯାଇ ସେହି ପ୍ଲଟକୁ ଯିବାକୁ ବାରଣ କରାଗଲା Surajtv Surajtv Odia
Baleshwar Sadar, Balasore | Oct 20, 2026
ଯୋଗାଚାର୍ଯ୍ୟ ଶିକ୍ଷକ ମନ୍ମଥ ମହାପାତ୍ରଙ୍କ ସ୍ମତିରେ ସନ୍ତୋଷପୁର ଏଲ୍ ଆଇ ସି ପ୍ରିମିୟମ ପଏଣ୍ଟ୍ ରେ ରକ୍ତଦାନ ଶିବିର ପାଇଁ ପ୍ରସ୍ତୁତି ବୈଠକ ବସ୍ତା ବ୍ଲକ ୧୬ ନଂ ଜାତୀୟ ରାଜପଥର ସନ୍ତୋଷପୁର ସ୍ଥିତ ଏଲ୍ ଆଇ ସି ପ୍ରିମିୟମ ପଏଣ୍ଟ୍ ରେ ଆସନ୍ତା ୨୨ ତାରିଖ ଗୁରୁବାର ସକାଳ ୧୦ ଟା ରେ ବନବିହାରୀ ଲାଲ୍ ନୋଡାଲ ହାଇସ୍କୁଲ ଗୁଡିଖାଳ ର ପ୍ରାକ୍ତନ ପ୍ରଧାନଶିକ୍ଷକ ଯୋଗାଚାର୍ଯ୍ୟ ମନ୍ମଥ କୁମାର ମହାପାତ୍ରଙ୍କ ଅଷ୍ଟମ ଶ୍ରାଦ୍ଧବାର୍ଷିକୀ ଅବସରରେ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ମୁନି ସମାଜ,ଗୁଡିଖାଳ ଶାଖା ଓ ସମ୍ବାଦ-ଆମ ଓଡ଼ିଶା ଓ ଜିଲ୍ଲା ରକ୍ତଦାତା ସଂଘ ସହଯୋଗରେ ସ୍ବର୍ଗତ ମହାପାତ୍ରଙ୍କ ସନ୍ତୋଷପୁର ସ୍ଥିତ ବାସଭବନରେ ଅନୁଷ୍ଠିତ Surajtv Surajtv Odia #blooddonation
Baleshwar Sadar, Balasore | Oct 20, 2026