ଯୋଗାଚାର୍ଯ୍ୟ ଶିକ୍ଷକ ମନ୍ମଥ ମହାପାତ୍ରଙ୍କ ସ୍ମତିରେ ସନ୍ତୋଷପୁର ଏଲ୍ ଆଇ ସି ପ୍ରିମିୟମ ପଏଣ୍ଟ୍ ରେ ରକ୍ତଦାନ ଶିବିର ପାଇଁ ପ୍ରସ୍ତୁତି ବୈଠକ
ବସ୍ତା ବ୍ଲକ ୧୬ ନଂ ଜାତୀୟ ରାଜପଥର ସନ୍ତୋଷପୁର ସ୍ଥିତ ଏଲ୍ ଆଇ ସି ପ୍ରିମିୟମ ପଏଣ୍ଟ୍ ରେ ଆସନ୍ତା ୨୨ ତାରିଖ ଗୁରୁବାର ସକାଳ ୧୦ ଟା ରେ ବନବିହାରୀ ଲାଲ୍ ନୋଡାଲ ହାଇସ୍କୁଲ ଗୁଡିଖାଳ ର ପ୍ରାକ୍ତନ ପ୍ରଧାନଶିକ୍ଷକ ଯୋଗାଚାର୍ଯ୍ୟ ମନ୍ମଥ କୁମାର ମହାପାତ୍ରଙ୍କ ଅଷ୍ଟମ ଶ୍ରାଦ୍ଧବାର୍ଷିକୀ ଅବସରରେ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ମୁନି ସମାଜ,ଗୁଡିଖାଳ ଶାଖା ଓ ସମ୍ବାଦ-ଆମ ଓଡ଼ିଶା ଓ ଜିଲ୍ଲା ରକ୍ତଦାତା ସଂଘ ସହଯୋଗରେ ସ୍ବର୍ଗତ ମହାପାତ୍ରଙ୍କ ସନ୍ତୋଷପୁର ସ୍ଥିତ ବାସଭବନରେ ଅନୁଷ୍ଠିତ
Surajtv Surajtv Odia #blooddonation