ସୁକିନ୍ଦା: ଯାଜପୁରରେ ପାୱାର ଲିଫ୍ଟିଂ ସୋ ସମ୍ପନ୍ନ: ଖୋର୍ଦ୍ଧା ଟିମ୍ ଚାମ୍ପିଅନ୍
Sukinda, Jajpur | Nov 16, 2026 ଯାଜପୁର ବ୍ୟାସନଗରରେ ଅନୁଷ୍ଠିତ ପାୱାର ଲିଫ୍ଟିଂ ସୋ ଶେଷ ହୋଇଛି। ଏଥିରେ ୨୦୦ ଜଣ ଖେଳାଳି ଭାଗ ନେଇଥିବା ବେଳେ ଖୋର୍ଦ୍ଧା ଟିମ୍ ଚାମ୍ପିଅନ୍ ହୋଇଛି। ସୁଦୀପ୍ କୁମାର ମହାରଣା ଷ୍ଟ୍ରଙ୍ଗ୍ ମ୍ୟାନ୍ ଓ ଦେବସ୍ମିତା ରଥ ଷ୍ଟ୍ରଙ୍ଗ୍ ଉଇମେନ୍ ଭାବେ ବିବେଚିତ ହୋଇଛନ୍ତି।