ବ୍ରହ୍ମଗିରି: ବ୍ରହ୍ମଲୀନ ହେଲେ କରମଳା ମଠର ଆଚାର୍ଯ୍ୟ ସତ୍ୟନାରାୟଣ ସ୍ୱାମୀ
ଶାନ୍ତିଧାମ କରମଳା ମଠର ଆଚାର୍ଯ୍ୟ ଶ୍ରୀ ସତ୍ୟନାରାୟଣ ସ୍ୱାମୀଙ୍କ ଦେହାବସାନ। ଅଭିରାମ ପରମହଂସ ଆଶ୍ରମରେ ପହଞ୍ଚି ଶ୍ରଦ୍ଧାଞ୍ଜଳି ଜଣାଇଲେ ପୂର୍ବତନ ବିଧାୟକ ସଞ୍ଜୟ ଦାସ ବର୍ମା। ସ୍ୱାମୀଜୀଙ୍କ ବିୟୋଗରେ ଆଧ୍ୟାତ୍ମିକ ଜଗତରେ ଶୋକର ଛାୟା।