Public App Logo
Jansamasya
News
पुलिस
बॉलीवुड
Bjp
National
Police
Bihar
India
कांग्रेस
Congress
Modi
Delhi
Viral
Rajasthan
Bollywood
दिल्ली
Patna
Breakingnews
Narendramodi
Madhya_pradesh
अनिल
Cm
Pmmodi
Rahulgandhi
कानपुर
Pm
Uttarpradesh
Haryana
Lucknow

ଆନନ୍ଦପୁର: ଗେଡ଼ମା ରେ ବିଜେପିର ମିଶ୍ରଣ ପର୍ବ, ସରପଞ୍ଚ ସଭ୍ୟଙ୍କ ସମେତ ୩ ଶହରୁ ଉର୍ଦ୍ଧ ସାମିଲ

Anandapur, Kendujhar | Dec 19, 2025
ଗେଡ଼ମାରେ ବିଜେପିର ଏକ ମିଶ୍ରଣପର୍ବ ଅନୁଷ୍ଠିତ ହୋଇଯାଇଛି। ବରିଷ୍ଠ ବିଜେଡି ନେତା ବାବୁଲା କାଣ୍ଡିଙ୍କ ନେତୃତ୍ୱରେ ଦିନ ୨ଟାରେ ଏହି ପଞ୍ଚାୟତର ସରପଞ୍ଚ ଶିଲାରାଣୀ କାଣ୍ଡି, ନାଏବ ସରପଞ୍ଚ ଆନନ୍ଦ ସାହୁ, ୱାର୍ଡ ସଭ୍ୟ ଉମାକାନ୍ତ ଦାସ, ବିଘ୍ନରାଜ ମହାନ୍ତି, ରବୀନ୍ଦ୍ର ଜେନା ଆରତୀ ଜେନା,ମନୋରମା ଦାସ, ପଦ୍ମାବତୀ ସାହୁ, ପ୍ରାଚୀ ପୁରବୀ ନାୟକ, ନିତ୍ୟାନନ୍ଦ ଜେନା ଓ ହାବଳେଶ୍ୱର ପଞ୍ଚାୟତର ସମିତି ସଭ୍ୟ ତାରିଣୀ ସେନାପତି, ସମାଜସେବୀ ସଞ୍ଜୟ ପଲେଇଙ୍କ ସମେତ୩ସାହରୁ ଉର୍ଦ୍ଧ ଲୋକ ବିଜେପିରେ ସାମିଲ ହୋଇଥିଲେ। ବିଜେପି ନେତା ଆଲୋକ ସେଠି, ଉତ୍ତରୀୟ ଓ ଟୋପି ପିନ୍ଧାଇ ସ୍ୱାଗତ କରିଥିଲେ.।

MORE NEWS

ଆନନ୍ଦପୁର: ଗେଡ଼ମା ରେ ବିଜେପିର ମିଶ୍ରଣ ପର୍ବ, ସରପଞ୍ଚ ସଭ୍ୟଙ୍କ ସମେତ ୩ ଶହରୁ ଉର୍ଦ୍ଧ ସାମିଲ - Anandapur News