Public App Logo
Jansamasya
News
Maharashtra
Bjp
National
Police
Bihar
India
Coronavirus
कांग्रेस
मौत
Congress
Modi
Delhi
Viral
Rajasthan
मध्यप्रदेश
Bollywood
Breakingnews
Madhya_pradesh
Pmmodi
Rahulgandhi
Uttarpradesh
Haryana
Uttarakhand
Crimenews
Karnataka
Education
Rss
Firozabad
No video available

ଉତ୍ତରା ପୋଲିସ ଷ୍ଟେସନ: କମିଶନରେଟ ପୋଲିସ ପକ୍ଷରୁ ଧଉଳି ସ୍ଥିତ ପୁଷ୍ପକ ହୋଟେଲରେ ମେଗା ରକ୍ତଦାନ ଶିବିର ଅନୁଷ୍ଠିତ, ମୁଖ୍ୟ ଅତିଥି ଭାବେ ଯୋଗଦେଲେ ପୋଲିସ କମିଶନର

Uttara PS, Khordha | Apr 18, 2025
କମିସନରେଟ ପୋଲିସ ପକ୍ଷରୁ ଧଉଳି ସ୍ଥିତ ପୁଷ୍ପକ ହୋଟେଲରେ ମେଗା ରକ୍ତ ଦାନ ଶିବିର ଅନୁଷ୍ଠିତ, ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ ପୋଲିସ କମିସନର | ଆଜି 12.45ରେ ଧଉଳି ସ୍ଥିତ ପୁଷ୍ପକ ହୋଟେଲରେ ମେଗା ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି | ମୁଖ୍ୟ ଅତିଥି ଭାବରେ ପୋଲିସ କମିସନର ସୁରେସ ଦେବଦତ୍ତ ସିଂ ଯୋଗଦେଇଥିଲେ | ଏହାସହ ଭୁବନେଶ୍ୱର ଡିସିପି ଜଗମୋହନ ମିନା ମଧ୍ୟ ଯୋଗଦେଇଥିଲେ | 100ୟୁନିଟ ରୁ ଅଧିକ ରକ୍ତ ସଂଗ୍ରହ ପାଇଁ ଲକ୍ଷ ରଖା ଯାଇଛି | ପୂର୍ବରୁ ମଧ୍ୟ କମିସନରେଟ ଅନେକ ସାମଜିକ କାମ ହାତକୁ ନେଇଛି |

MORE NEWS

ଉତ୍ତରା ପୋଲିସ ଷ୍ଟେସନ: କମିଶନରେଟ ପୋଲିସ ପକ୍ଷରୁ ଧଉଳି ସ୍ଥିତ ପୁଷ୍ପକ ହୋଟେଲରେ ମେଗା ରକ୍ତଦାନ ଶିବିର ଅନୁଷ୍ଠିତ, ମୁଖ୍ୟ ଅତିଥି ଭାବେ ଯୋଗଦେଲେ ପୋଲିସ କମିଶନର - Uttara PS News