Public App Logo
Jansamasya
News
Bjp
National
Police
Bihar
India
चोरी
बीजेपी
Uttar_pradesh
Accident
Congress
Modi
Delhi
Viral
पेट्रोल
Up
Bollywood
Breakingnews
Madhya_pradesh
Pmmodi
Telangana
Rahulgandhi
Chhattisgarh
Uttarpradesh
Haryana
Cricket
Sdm
Uttarakhand
Sambalpur

ତେଲକୋଇ: ବାଲେଶ୍ଵର ବାଘୁଆ ମହୁମାଛି ଆକ୍ରମଣରେ ବୃଦ୍ଧା ଗୁରୁତର । କେନ୍ଦୁଝର ଜିଲ୍ଲା ତେଲକୋଇ ବ୍ଲକ ଅନ୍ତର୍ଗତ ବାଲେଶ୍ଵର ଗାଁରେ ବାଘୁଆ

Telkoi, Kendujhar | Dec 18, 2025
ବାଲେଶ୍ଵର ବାଘୁଆ ମହୁମାଛି ଆକ୍ରମଣରେ ବୃଦ୍ଧା ଗୁରୁତର । କେନ୍ଦୁଝର ଜିଲ୍ଲା ତେଲକୋଇ ବ୍ଲକ ଅନ୍ତର୍ଗତ ବାଲେଶ୍ଵର ଗାଁରେ ବାଘୁଆ ମହୁମାଛି ଆତଙ୍କ । ଘର ଅଗଣାରୁ ସାନ ଭାଇଙ୍କ ଘରକୁ ଯିବାବେଳେ ମହୁମାଛିର ଆକ୍ରମରଣର ସିକାର ହୋଇଛନ୍ତି ୬୦ ବର୍ଷିୟ ବୃଦ୍ଧା ଜାନକୀ ନାୟକ । ପରିବାର ଗୁରୁତର ଅବସ୍ଥାରେ ତାଙ୍କୁ ତେଲକୋଇ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଆଣିଛନ୍ତି। ଚିକିତ୍ସା ଜାରି ରହିଛି , ସ୍ଵାସ୍ଥବସ୍ଥା ଗୋରୁତର ଥିବାର ସୂଚନା ଆଜି ଚାରିଟା ସମୟର ।