🌞 #ଅମରନାଥ_ସୋଲାରର_ଐତିହାସିକ_ସଫଳତା!
🏆 #ଓଡ଼ିଶାରେ_ପ୍ରଥମ_ସ୍ଥାନ,
#ସାରା_ଭାରତରେ_ତୃତୀୟ_ସ୍ଥାନ_ହାସଲ!
ବାଲେଶ୍ବର ଜିଲ୍ଲା ବସ୍ତା ବ୍ଲକ ଗାନ୍ଧିଛକ ଠାରେ ନିଜର ଉତ୍କୃଷ୍ଟ କାର୍ଯ୍ୟଦକ୍ଷତା, ନିଷ୍ଠା ଓ ଗ୍ରାହକଙ୍କ ଅତୁଟ ବିଶ୍ୱାସ ବଳରେ ଅମରନାଥ ସୋଲାର ହାସଲ କରିଛି ଏହି ଗୌରବମୟ ସଫଳତା। ଏହି ଉପଲବ୍ଧି କେବଳ ବସ୍ତା କିମ୍ବା ବାଲେଶ୍ୱର ଜିଲ୍ଲା ପାଇଁ ନୁହେଁ, ସମଗ୍ର ଓଡ଼ିଶା ପାଇଁ ଗର୍ବ ଓ ଗୌରବର ବିଷୟ।
📍 ବସ୍ତା, ଗାନ୍ଧିଛକ,ବାଲେଶ୍ୱର
#mahimatv #basta #Balasore #solar
Basta, Balasore | Nov 4, 2026