Public App Logo
Jansamasya
हादसा
News
पुलिस
Maharashtra
Bjp
National
Police
Bihar
कांग्रेस
Congress
Accident
Modi
Delhi
Viral
Crime
Up
अमित_शाह
Bollywood
Breakingnews
Narendramodi
Madhya_pradesh
Mp
उत्तरप्रदेश
Pmmodi
Rahulgandhi
यूपी
Uttarpradesh
Haryana
Cricket

ଅନୁଗୋଳ: ଜିଲ୍ଲାକୁ ବିଜୁଳି ଘଡଘଡି ସହ ବର୍ଷା ହେବା ନେଇ ଆସନ୍ତାକାଲି ସକାଳ ୮.୩୦ ମିନିଟ୍ ପର୍ଯ୍ୟନ୍ତ ୟେଲୋ ୱାର୍ଣ୍ଣିଂ ଜାରି

Anugul, Angul | Sep 14, 2025
ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ଅନୁଗୋଳ ଜିଲ୍ଲାକୁ ବିଜୁଳି ଘଡଘଡି ସହ ବର୍ଷା ହେବା ନେଇ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଏନେଇ ଆଜି ଅପରାହ୍ନ 1ଟା ସମୟରେ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ଆସନ୍ତାକାଲି ସକାଳ ୮ଟା୩୦ ମିନଟ୍ ପର୍ଯ୍ୟନ୍ତ ଜିଲ୍ଲାକୁ ୟେଲୋ ୱାର୍ଣ୍ଣି ଜାରି କରାଯିବା ସହିତ ବର୍ଷା ନିମନ୍ତେ ସତର୍କତା ଜାରୀ କରାଯାଇଛି । ଏହାସହ ଜିଲ୍ଲାରେ 30 ରୁ 40 କିମି ବେଗରେ ପବନ ବହିବା ସହ ବିଜୁଳି ଘଡଘଡି ସହ ବର୍ଷା ହେବା ନେଇ ଅନୁମାନ କରାଯାଇଛି ।

MORE NEWS

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଜନ୍ମଦିନରେ ତାଙ୍କର ଦୀର୍ଘାୟୁ ନିମନ୍ତେ ବସ୍ତ୍ର, ଛତା ଓ wheelchair ପ୍ରଦାନ କଲେ ତାଳଚେର ସମାଜସେବୀ ବିଭୁତି ସାହୁ#ତାଳଚେର#ଅନୁଗୁଳ#damantv

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଜନ୍ମଦିନରେ ତାଙ୍କର ଦୀର୍ଘାୟୁ ନିମନ୍ତେ ବସ୍ତ୍ର, ଛତା ଓ wheelchair ପ୍ରଦାନ କଲେ ତାଳଚେର ସମାଜସେବୀ ବିଭୁତି ସାହୁ#ତାଳଚେର#ଅନୁଗୁଳ#damantv

Anugul, Angul | Jun 26, 2026

ଆଜି ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଙ୍କ ଶୁଭ ଜନ୍ମଦିନ ଅବସର ରେ ମେଡିକାଲ ରେ କାର୍ଯ୍ୟକ୍ରମ l
ଆଜି ମାନ୍ୟବର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଙ୍କ ଶୁଭ ଜନ୍ମ ଦିନ ଅବସରରେ ତାଳଚେର ମଣ୍ଡାପାଳ ମେଡିକାଲ ସ୍ଥିତ ଯୁବ ସଙ୍ଘଠନ ର ସଭାପତି ତୁଷାର କୁମାର ସାହୁ, ଦିବେଶ ପୃଷ୍ଠି, ଅଭିନାଶ ସାହୁ, ସୁବ୍ରତ ସାହୁ, ନିହାର ସାହୁ ଆଦି ମିଶି ଫଳ ବଣ୍ଟନ କାର୍ଯ୍ୟକ୍ରମ କରିଥିଲେ ଓ ବୃକ୍ଷ ରୋପଣର କାର୍ଯ୍ୟକ୍ରମ ମଧ୍ୟ ରହିଥିଲା#talcher#angul#damantv

ଆଜି ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଙ୍କ ଶୁଭ ଜନ୍ମଦିନ ଅବସର ରେ ମେଡିକାଲ ରେ କାର୍ଯ୍ୟକ୍ରମ l ଆଜି ମାନ୍ୟବର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଙ୍କ ଶୁଭ ଜନ୍ମ ଦିନ ଅବସରରେ ତାଳଚେର ମଣ୍ଡାପାଳ ମେଡିକାଲ ସ୍ଥିତ ଯୁବ ସଙ୍ଘଠନ ର ସଭାପତି ତୁଷାର କୁମାର ସାହୁ, ଦିବେଶ ପୃଷ୍ଠି, ଅଭିନାଶ ସାହୁ, ସୁବ୍ରତ ସାହୁ, ନିହାର ସାହୁ ଆଦି ମିଶି ଫଳ ବଣ୍ଟନ କାର୍ଯ୍ୟକ୍ରମ କରିଥିଲେ ଓ ବୃକ୍ଷ ରୋପଣର କାର୍ଯ୍ୟକ୍ରମ ମଧ୍ୟ ରହିଥିଲା#talcher#angul#damantv

Anugul, Angul | Jun 26, 2026

ଜମିହରା ପରିବାରର ଝିଅଙ୍କୁ ଆଡମିଶନ୍ ନାହିଁ, ଖଣି ବନ୍ଦରେ ଉତ୍ତେଜନା । 
ଧାରଣାରେ ବସିଥିବା ଦୁଇ ଷଷ୍ଠ ଶ୍ରେଣୀ ଛାତ୍ରୀଙ୍କୁ ଥାନାକୁ ନେଲା ପୋଲିସ । 
#ଅନୁଗୁଳଅନଲାଇନ #talcherthecityofblackdiamond #angulonline #talcheria #BreakingNews #angul #BREAKING

ଜମିହରା ପରିବାରର ଝିଅଙ୍କୁ ଆଡମିଶନ୍ ନାହିଁ, ଖଣି ବନ୍ଦରେ ଉତ୍ତେଜନା । ଧାରଣାରେ ବସିଥିବା ଦୁଇ ଷଷ୍ଠ ଶ୍ରେଣୀ ଛାତ୍ରୀଙ୍କୁ ଥାନାକୁ ନେଲା ପୋଲିସ । #ଅନୁଗୁଳଅନଲାଇନ #talcherthecityofblackdiamond #angulonline #talcheria #BreakingNews #angul #BREAKING

Anugul, Angul | Jun 26, 2026