Public App Logo
Jansamasya
हादसा
News
पुलिस
Maharashtra
Bjp
National
Police
Bihar
कांग्रेस
Congress
Accident
Modi
Delhi
Viral
Crime
Up
अमित_शाह
Bollywood
Breakingnews
Narendramodi
Madhya_pradesh
Mp
उत्तरप्रदेश
Pmmodi
Rahulgandhi
यूपी
Uttarpradesh
Haryana
Cricket

ଆଜି ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଙ୍କ ଶୁଭ ଜନ୍ମଦିନ ଅବସର ରେ ମେଡିକାଲ ରେ କାର୍ଯ୍ୟକ୍ରମ l ଆଜି ମାନ୍ୟବର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଙ୍କ ଶୁଭ ଜନ୍ମ ଦିନ ଅବସରରେ ତାଳଚେର ମଣ୍ଡାପାଳ ମେଡିକାଲ ସ୍ଥିତ ଯୁବ ସଙ୍ଘଠନ ର ସଭାପତି ତୁଷାର କୁମାର ସାହୁ, ଦିବେଶ ପୃଷ୍ଠି, ଅଭିନାଶ ସାହୁ, ସୁବ୍ରତ ସାହୁ, ନିହାର ସାହୁ ଆଦି ମିଶି ଫଳ ବଣ୍ଟନ କାର୍ଯ୍ୟକ୍ରମ କରିଥିଲେ ଓ ବୃକ୍ଷ ରୋପଣର କାର୍ଯ୍ୟକ୍ରମ ମଧ୍ୟ ରହିଥିଲା#talcher#angul#damantv

Anugul, Angul | Jun 26, 2026

MORE NEWS

ଆଜି ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଙ୍କ ଶୁଭ ଜନ୍ମଦିନ ଅବସର ରେ ମେଡିକାଲ ରେ କାର୍ଯ୍ୟକ୍ରମ l ଆଜି ମାନ୍ୟବର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଙ୍କ ଶୁଭ ଜନ୍ମ ଦିନ ଅବସରରେ ତାଳଚେର ମଣ୍ଡାପାଳ ମେଡିକାଲ ସ୍ଥିତ ଯୁବ ସଙ୍ଘଠନ ର ସଭାପତି ତୁଷାର କୁମାର ସାହୁ, ଦିବେଶ ପୃଷ୍ଠି, ଅଭିନାଶ ସାହୁ, ସୁବ୍ରତ ସାହୁ, ନିହାର ସାହୁ ଆଦି ମିଶି ଫଳ ବଣ୍ଟନ କାର୍ଯ୍ୟକ୍ରମ କରିଥିଲେ ଓ ବୃକ୍ଷ ରୋପଣର କାର୍ଯ୍ୟକ୍ରମ ମଧ୍ୟ ରହିଥିଲା#talcher#angul#damantv - Anugul News