#ଉପବାଚସ୍ପତିଙ୍କ_ଜାଲ୍_ଦସ୍ତଖତ_କରି_ଯନ୍ତ୍ରୀ_ଗିରଫ
ଉପବାଚସ୍ପତିଙ୍କ ଜାଲ୍ ଦସ୍ତଖତରେ ବଦଳି ଷଡ଼ଯନ୍ତ୍ର, ଓଡ଼ିଶା ବିଧାନସଭା ଉପବାଚସ୍ପତିଙ୍କ ଜାଲ୍ ଦସ୍ତଖତରେ ବଦଳି ଷଡ଼ଯନ୍ତ୍ରର ତନାଘନା, ଉପବାଚସ୍ପତି ଭବାନୀ ଶଙ୍କର ଭୋଇଙ୍କ ଜାଲ୍ ଦସ୍ତଖତ କରି ବଦଳି ନେବା ଷଡ଼ଯନ୍ତ୍ର ମାମଲାରେ କେନ୍ଦୁଝର ହରିଚନ୍ଦନପୁରର ସହକାରୀ ନିର୍ବାହୀ ଯନ୍ତ୍ରୀ ଲକ୍ଷ୍ମଣ ହେମ୍ୱ୍ରମଙ୍କୁ ପୋଲିସ ଗିରଫ କରିଛି। ଘଟଣାରେ ବାଂଶପାଳ ବ୍ଲକର କନିଷ୍ଠ ଯନ୍ତ୍ରୀ ମୋନାଲିସା ବେହେରାଙ୍କ ସମ୍ପୃକ୍ତି ନେଇ ତଦନ୍ତ ଚାଲିଥିବା ବେଳେ ସେ ଏବେ ଫେରାର ଥିବା ସୂଚନା ମିଳିଛି। ତାଙ୍କ ଖୋଜରେ ପୋଲିସ ଚଢ଼ାଉ ଜାରି ରଖିଛି।
#DeputySpeaker #deputyspeaker #forgey #OdishaAssembly #odishaassembly #CrimeNews #Crime #Odisha #odisha #OdishaNews #newsoneodia #news7odia
Korai, Jajpur | Jun 18, 2026