ଝାରସୁଗୁଡ଼ାର ସରବାହାଲ ଘାଟରେ ଆସ୍ଥାର ସହ ପାଳିତ ହୋଇଛି ପବିତ୍ର ଛଟ୍ ପୂଜା। ସୂର୍ଯ୍ୟଦେବଙ୍କ ଉପାସନାରେ ମୁଖରିତ ହୋଇଉଠିଛି ପରିବେଶ। ସମସ୍ତଙ୍କ ଜୀବନରେ ସୁଖ, ଶାନ୍ତି ଓ ସମୃଦ୍ଧି କାମନା କଲେ ଭକ୍ତ।