Install App
Login
HOME
Delhi
Haryana
Uttar Pradesh
Bihar
Chhattisgarh
Madhya Pradesh
Rajasthan
Jharkhand
Himachal Pradesh
Uttarakhand
Punjab
Andhra Pradesh
Telangana
Tamil Nadu
Karnataka
Maharashtra
Assam
West Bengal
Tripura
Gujarat
Odisha
Kerala
Jansamasya
News
पुलिस
Bjp
National
Police
Bihar
India
जनसमस्या
चुनाव
बीजेपी
भाजपा
Congress
Modi
Delhi
Viral
Jharkhand
Iyc
Bollywood
दिल्ली
Patna
Breakingnews
महिला
Narendramodi
Madhya_pradesh
Mp
Madhyapradesh
Ahmedabad
Pmmodi
Rahulgandhi
usr04050397
କେନ୍ଦୁଝର ସହର: ଆନନ୍ଦପୁର ଠାରେ ଲକ୍ଷ୍ମୀ ନାରାୟଣଙ୍କ ପୂଜା ପାଳତ
Kendujhar Town, Kendujhar
| Nov 1, 2025
ଆନନ୍ଦପୁର ପରିବା ବଜାର ଠାରେ ଲକ୍ଷ୍ମୀ ନାରାୟଣଙ୍କ ପୂଜା ପାଳିତ ହେଉଛି । ସବୁ ରିତିନିତୀରେ ପାଳନ କରାଯାଉଥିବା ନେଇ ସୂଚନା ମିଳିଛି ।
MORE NEWS
#ନାଲକୋର_ବର୍ଜ୍ୟ_ଜଳ_ନିଷ୍କାସନ_ନେଇ_ପୁଣି_ଉଠିଲା_ପ୍ରଶ୍ନ #ନମୁନା_ପରୀକ୍ଷା_ରିପୋର୍ଟ_ସାର୍ବଜନୀନ_କରିବାକୁ_ଦାବି ଅନୁଗୋଳ ଜିଲ୍ଲାର କୁଲାଡ଼, ଗିରାଙ୍ଗ, ତୁଳସୀପାଳ, ଗାଢ଼ରଖାଇ ଏବଂ ବଡତଇଳା ଅଞ୍ଚଳର ବାସିନ୍ଦାମାନେ ଦୀର୍ଘଦିନ ଧରି ନାଲକୋରୁ ନିଷ୍କାସିତ ବର୍ଜ୍ୟ ଜଳ ଯୋଗୁଁ ପରିବେଶ, ଚାଷ ଜମି ଏବଂ ପାନୀୟ ଜଳ ଉତ୍ସ କ୍ଷତିଗ୍ରସ୍ତ ହେଉଥିବା ଅଭିଯୋଗ | #latastnewsupdate #pabitranews #OdishaNews #pabitranewsodishalive #anugul
Kendujhar Town, Kendujhar | Jun 11, 2026
#ବନବିଭାଗ_ପକ୍ଷରୁ_ସ୍ୱଚ୍ଛତାପକ୍ଷ_ପାଳିତ କେନ୍ଦୁଝର ବନ୍ୟପ୍ରାଣୀ ବନଖଣ୍ଡ ଆନନ୍ଦପୁର ପକ୍ଷରୁ ହଡ଼ଗଡ଼ ଅଭୟରଣ୍ୟ ସଂଲଗ୍ନ ଚକ୍ରତୀର୍ଥ ଓ ଗଡ଼ଚଣ୍ଡୀ ଠାରେ ସ୍ଥାନୀୟ ବନ ସୁରକ୍ଷା ସମିତି ଓ ପରିବେଶ ବିକାଶ କମିଟିର ସଦସ୍ୟ ସଦସ୍ୟା ମାନଙ୍କୁ ନେଇ ସ୍ୱଚ୍ଛତାପକ୍ଷ ପାଳିତ ହୋଇ ଯାଇଛି। #latastnewsupdate #pabitranews #OdishaNews #forestdeparment #anandpur #keonjhar
Kendujhar Town, Kendujhar | Jun 11, 2026
#ମିଠିଗାଁରେ_ପୁସ୍ତକ_ଉନ୍ମୋଚନ_ଉତ୍ସବ ହାଟଡିହି ବ୍ଲକ ସଢା ପଞ୍ଚାୟତ ମିଠିଗାଁ ଠାରେ କବୟିତ୍ରୀ ଅନ୍ନପୂର୍ଣ୍ଣା ଜେନାଙ୍କ ଲିଖିତ 'କଥା ସରୀତରେ ଗୀତି ତରଙ୍ଗ' ପୁସ୍ତକ ଉନ୍ମୋଚିତ ହୋଇଯାଇଛି। #latastnewsupdate #pabitranews #hatadihi #Keonjhar
Kendujhar Town, Kendujhar | Jun 11, 2026
#ବିନା_ଡାକ୍ତରରେ_ଡାକ୍ତରଖାନା #ସ୍ୱାସ୍ଥ୍ୟ_ସେବାରୁ_ବଞ୍ଚିତ_୫_ପଞ୍ଚାୟତର_ଅଧିବାସୀ ସରକାର ପ୍ରାଥମିକ ସ୍ୱାସ୍ଥ୍ୟ ସେବାକୁ ଗୁରୁତ୍ୱ ଦେଉଥିବା ବେଳେ ଡାକ୍ତର ନଥିବାରୁ ଅନେକ ଡାକ୍ତରଖାନାରେ ସ୍ୱାସ୍ଥ୍ୟ ସେବା ବିପର୍ଯ୍ୟସ୍ତ ହୋଇ ପଡିଛି। ଏପରି ଅଭିଯୋଗ ଉଠିଛି ଓରାଳି ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ। ଏହି ସ୍ୱାସ୍ଥ୍ୟକେନ୍ଦ୍ର ଉପରେ ୫ଟି ପଞ୍ଚାୟତର ଲୋକ ନିର୍ଭର କରୁଥିବା ବେଳେ ଡାକ୍ତର କି ଫାର୍ମାସିଷ୍ଟ ନଥିବାରୁ ରୋଗୀ ମାନେ ନାହିଁ ନଥିବା ଅସୁବିଧା ଭୋଗୁଛନ୍ତି। ଯାହାକୁ ନେଇ ଲୋକମାନଙ୍କ ଭିତରେ ଦେଖା ଦେଇଛି ତୀବ୍ର ଅସନ୍ତୋଷ। #latastnewsupdate #pabitranews #Keonjhar #OdishaNews #anandpur #Breakingnews
Kendujhar Town, Kendujhar | Jun 11, 2026
#ପ୍ରଧାମନ୍ତ୍ରୀଙ୍କ_ନରେନ୍ଦ୍ର_ମୋଦୀଙ୍କ_୧୨_ବର୍ଷ_ପୂର୍ତ୍ତି_ଉପଲକ୍ଷେ_ଦୀପ_ଦାନ ପ୍ରଧାନମନ୍ତ୍ରୀ ମୋଦିଜୀଙ୍କ ଦୀର୍ଘାୟୁ କାମନା କରି କଟକ ଜିଲ୍ଲା ଗ୍ରାମଣୀ ବିଜେପି ଉପସଭାପତି ହିମାଂଶୁ ମହାନ୍ତିଙ୍କ ନେତୃତ୍ୱ ରେ ସାହେଶ୍ୱରୀ ମାଙ୍କ ପାଖରେ ଦୀପ ଦାନ |ସୂଚନା ମୁତାବକ ସାଲେପୁର ର ଭାରତ ବର୍ଷର ଜନ ସାଧାରଣଙ୍କ ୪ହଜାର ୩୯୯ ଦିନ ସର୍ବାଧିକ ଦିନ ପ୍ରଧାନମନ୍ତ୍ରୀ ଭାବେ ମୋଦିଜୀ ଜନ ସେବା କରିବାର ସୌଭାଗ୍ୟ ଭାରତବର୍ଷର ଜନ ସାଧାରଣ ପ୍ରଦାନ କରିଛନ୍ତି | #latastnewsupdate #pabitranewsodishalive #OdishaNews #pabitranews
Kendujhar Town, Kendujhar | Jun 11, 2026
କେନ୍ଦୁଝର ସହର: ଆନନ୍ଦପୁର ଠାରେ ଲକ୍ଷ୍ମୀ ନାରାୟଣଙ୍କ ପୂଜା ପାଳତ - Kendujhar Town News