ଝୁମଟାଙ୍ଗା ଗ୍ରାମରେ ଗ୍ରାମବାସୀଙ୍କୁ ଆବଶ୍ୟକୀୟ ସୁବିଧା ଯୋଗାଇବାରେ ଡବଲ ଇଞ୍ଜିନ ସରକାର ବିଫଳ ବୋଲି ଅଭିଯୋଗ କରିଛି ବିଜୁ ଜନତା ଦଳ (ବିଜେଡି)। ଓଡ଼ିଶାର ସୀମା ସୁରକ୍ଷା, ଗ୍ରାମବାସୀଙ୍କ ମୌଳିକ ଅଧିକାର ଓ ଉନ୍ନତିର ଦାବି ନେଇ ବିଜେଡି ପକ୍ଷରୁ ଜୋରଦାର ପ୍ରତିବାଦ କରାଯାଇଛି।
Malkangiri, Malkangiri | Nov 6, 2026