ନିମାପଡା: କିଟ୍ ପରେଡ୍ ଶିବିର: ନିମାପଡ଼ା ମହାବିଦ୍ୟାଳୟ ପକ୍ଷରୁ ଭବ୍ୟ ସ୍ୱାଗତ
Nimapada, Puri | Nov 15, 2026 କିଟ୍ ବିଶ୍ୱବିଦ୍ୟାଳୟଠାରେ ଆୟୋଜିତ ପୂର୍ବାଞ୍ଚଳ ପ୍ରାକ୍ ଗଣତନ୍ତ୍ର ଦିବସ ପରେଡ୍ ଶିବିରରେ ନିମାପଡ଼ା ମହାବିଦ୍ୟାଳୟ NSS ୟୁନିଟ୍ ପକ୍ଷରୁ ସ୍ୱାଗତ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଅନୁଷ୍ଠିତ। ୧୦ଟି ରାଜ୍ୟର ପ୍ରାୟ ୨୦୦ ସ୍ୱେଚ୍ଛାସେବୀ ଏହି ୧୦ ଦିନିଆ ଶିବିରରେ ଯୋଗ ଦେଇଛନ୍ତି।